vedantimagazine.comvedantimagazine.com/assets/images/mag/2019_04.pdf · 7mq^ {yz 2 |mytgÊi -...

244

Upload: others

Post on 29-Jul-2020

24 views

Category:

Documents


0 download

TRANSCRIPT

  • [ ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା]

    . . . େତ କ ଓଡିଆ ପାଇଁ ସ ୂ ଓଡିଆେର କାଶିତ ଏକ ପାରିବାରିକ ଇ- ପ ିକା.. .

    ( ଅଗ ୧, ୨୦୧୫ରୁ ତିମାସେର କାଶିତ)

    ତି ାତା – ଅରବି ମି

    େଯାଗାେଯାଗ

    Whatsapp:+ 91 9594993733

    ାମ ଷ - +91 9594993733

    Website: www.vedantimagazine.com

    Email ids:

    [email protected]

    [email protected]

  • www.vedantimagazine.com

    ଅେ ଲ – ୨୦୧୯

    2 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ମମତା ଦାଶ ହନୁମାମଁୁ ରିେପାଟ . . . . .. .

    ିୟ ପାଠକବ ୁ , େବୖଭବଶାଳୀ ଓଡିଶାର ଐତିହ, ସାଂ ତିକ, ପାର ାରିକ, େଗୗରବ, ଗାରିମା ପୃ ବୀ ସି ଷା େହଉଛି େତ କ ଜାତିର ସବେ େବୗ ିକ ସଂପଦ ହଜାର ହଜାର ବଷ ଧରି ପିଢି ପେର ପିଢି ଏହି େବୗ ିକ ସଂପଦକୁ ସଂ ତ ଓ ପରିବ ତ କରି ଲିଛ ି ଷା େହଉଛି ଜାତିର ପରିଚୟ ଏବଂ ଜୀବନ ଶ ି ଷାକୁ େନଇ ଗଢିଉେଠ ତାର ସାହିତ , ସଂ ତି ଏବଂ ସାଭିମାନ ଜାତି ପ ନ େହାଇଗେଲ ତାର

    ଷା ବି ପ ନ େହାଇଯାଏ ମାତୃ ଷା, ଜ ଷାର ସ ାନ ହ ଇ ବେସ ଶାସନ, ନ ାୟାଳୟ, ବ ବସାୟ, ବାଣିଜ େଲ ବିେଦଶୀ ଷାେର ମାତୃ ଷା ଜୀବନ ଜୀବିକାର

    ଷା େହାଇପାେର ନାହ ଉନବିଂଶ ଶତା ିର ଷାଠିଏ- ସତୁରି ଦଶକେର ଓଡିଆ ଷା ତି ଏହିଭ ଏକ ବିପଦ େଦଖାେଦଇ ଆମ ଜାତିର ର ରଣୀୟ ପୂବଜ ମାେନ

    ଏହା ବିେ ଧେର ସର ଉେ ାଳନ କରି ଓଡିଆ ଷାକୁ ସୁର ିତ କରି େଲ ବ ମାନ ଓଡିଆ ଷାକୁ ଶା ୀୟ ମାନ ତା ମି ସାରିଛି ଓଡିଆ ଷାର ର , ସାର, ଏହାର ସୁର ା ଓ ସଂର ଣ ପାଇଁ ମି ତ େବ ଉଦ ମ କ ଯିବା ଆବଶ କ

    ମାତୃ ଷା କହିେଲ ମା ର ଷା ଶିଶୁଟିଏ ପରିବାରେର ଜନ ଏ ପରିେବଶର ଷା ଶିଶୁର ଷା ାନକୁ ବିତ କେର ଆ କ ଷା ତା ପରିେବଶର ଥମ ଏବଂ

    ଧାନ ଷା ଅେଟ ବୃ ିଗତ ଷା, େଗା ୀଗତ ଷାେର ଭି ତା େଲ ମ ବହୁ େ କ ମାତୃ ଷା ଆ କ ଷା ହ ଶିଶୁର ଦିତୀୟ ପରିଚୟ ଏହି ପରିଚୟଟି େମ ଶିଶୁର ଧାନ ପରିଚୟ ରୂପେର ପରିଣତ େହାଇଥାଏ

  • www.vedantimagazine.com

    ଅେ ଲ – ୨୦୧୯

    3 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ଓଡିଶାେର ବଢି ବା ସଭି ର ଷା ଓଡିଆ ଓଡିଶାର ପୂବ, ପ ିମ, ଉ ର , ଦ ିଣ, ସମତଳ ଷା, ଗଡଜାତ ଭୃତି ଷା େତ କ ଓଡିଆ ବେର ଗଣାଯାଏ ସମ ମାତୃ ଷାେର ଭି ତା େଲ ମ ସମେ ମି ମିଶି ଓଡିଆ ଏହା ହ ମାନକ ଷା

    ଷା, ଜାତି , ସମାଜ, ଅ ଳ ଓ େଦଶକୁ ବା ି ରେଖ ଷାର ବିବିଧତା ମ େର ପରିପୂରକତା ଓ ପାର ରିକତାକୁ ସୀକାର କରି ଷା ତି ସୁର ା ସୃ ି କରିବା େତ କ ନାଗରିକର କ ବ ଅେଟ

    କବିତ ଦିବ େଚତନାର ବା ମୟ ଅଭିବ ି ଜୀବନର ସୂ ତମ ଲ ତ ଷ , ସମାଜର ବାଣୀମୟ ମମ କବିର ଦିବ େଲଖନୀ ବ ିରେହ କାଳକାଳକୁ , ସମୟର ଚ ପଥେର ତାର ପଦ ହୁଏ ର ସର ସମୟ ପେର ସମୟ ଗଡି େଲ ସମୟର ଷାକୁ କବି ହଣ କରି େନଇ ଗଢିଦିଏ କାଳାତୀତ ମାନବିକ ବ ନ, ଅନାଗତ ସମୟେର େ ରଣା େହାଇ କବି ତିଆରି କେର ଦିବ ମାନବିକ ନ ଓ େଚତନ ଓଡିଆ ସାହିତ ର ଇତିହାସ ପଯ ାେ ଚନା କେଲ ସବ ଥେମ ମାଟିର ମହାକବି ସାରଳା ଦାସ ଆେ ଚନା ପରିସରକୁ ଆସ ି ମାଟି ମଣିଷକୁ େସ େଦେଲ ସ ାନ, ତାକୁ େସ େଦବତାେର ପରିଣତ କେଲ େଦବତାକୁ େନଇ ଆସିେଲ ମାଟିକୁ ସବୁ ଧମକୁ େସ କେଲ ସମନୟ ଓଡିଆ ଜାତିକୁ େସ େଦେଲ ତାର ଷାର ଐଶଯ , କଳାର େକୗଣ ାକ , ସଂ ତିର ଷ , ଧମର ନ, ଜାତୀୟ ସାଭିମାନର ପରିଚୟ ପ ଦଶ ଶତା ୀ ପେର େଷାଡଶ ଶତା ୀର ଥମ ପାଦକୁ ପ ସଖା େଗା ୀ ସାରଳା ସାହିତ ସରଣୀ ଉପେର ର େଲ େଯାଗ, ାନ, ଭ ି ଣିତ ନୂତନ ସାହିତ ସା ାଜ ଏହି ସା ାଜ ସାରଳା ସାହିତ ସା ାଜ ର େଭୗଗ କ ସୀମାକୁ ଅତି ମ କରିଗ ସାରଳା ଷାକୁ ହଣ କରି, ରୂପଚୟା ବିଶି ରସବିଭବଯୁ ରୂପ େବ ୖ ର ପରି କାଶ ସାରଳା ଦା ି ବୃ କୁ ବଳ ମ ଦାସ ହଣ କେଲ ମାୟଣେର େକବଳ୍ ଜଗ ାଥ ଦାସ ଓଡିଆ ସାହିତ କୁ େଦେଲ ଅପରୂପ ନବା ରୀ ବୃ ସାରଳା ପୁ ଣ ଯୁଗଯୁଗକୁ ରହି ତା ସା େର ସୃ ି େହ ଭଜନ, ଜଣାଣ, ମା କା, ସଂହିତା, ଗୀତା,

  • www.vedantimagazine.com

    ଅେ ଲ – ୨୦୧୯

    4 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ଟୀକା, େବାଲି, ଚଉତିଶା, ଚଉପଦୀ ଆଦି ନାନା ରୂପ ବିଭବ ସାରଳା ବ ଜଗତ ଏ ଯୁଗେର ତତ ଜଗତେର ରୂପା ରିତ େହାଇଗ

    େଷାଡଶ ଶତା ୀ ଓଡିଶାର ଗ ାକାଶେର େଗୗରବ ଓ ବିପଯ ରର ଶତା ୀ ପ ଦଶ ଶତା ୀର େଶୗଯ - ବୀଯ - ସମୃ ି େଷାଡଶ ଶତା ୀକୁ େହାଇଛି ମ ବିଡ ିତ ଗଜପତି

    ତାପରୁ େଦବ ର ସାମରିକ ଶ ିର ବିପଯ ୟ, ଦ ିଣ ଓ ଉ ର ପଟୁ ଓଡିଶାକୁ ବାହ ଶତ ର ମାଗତ ଆ ମଣ, ଜ ସିଂହାସନ ପାଇଁ ସଂଘଷ, ମୁକୁ େଦବ ର ତିେ ଧାନ ଓ େମାଗଲ ଶାସନର ଶାୟାେର ଓଡିଶାର େଗୗରବ ବିେ ପ , ଅଖ ଉ ଳର ଖ ଖ ସାଧୀନ ଜ ଗଠନ, ଓଡିଶାର େଗୗରବ ନୀଳାଚଳ େ େର ଯବନ ମାନ ର ଖର ଆ ମଣ, ଅଥଚ ଏ ଯୁଗର ଷା ଓ ସାହିତ ସୃ ିକ ନୂତନ ସଂହତି ସାଧୀନ ଓଡିଶାର େଭୗଗ କ ସୀମାକୁ ମ ଏହା ଅତି ମ କରି ଆହୁରି ବୃହତର ଅଂଶକୁ ଶ କରି ବିପଯ ୟ ଭିତେର ଏହା ତିଆରି କ ଏକ ନୂତନ

    ବ- ସା ାଜ , ପ ସଖା ସାହିତ େସ ଯୁଗର ବାଣୀମୂ େକବଳ ନୁେହଁ, ଅନାଗତ ଭବିଷ ତର ଜାତୀୟ େ ରଣା – ଓଡିଆ ଜାତି ହୃଦୟର ଆହାନ, ମାନବ େମୖ ୀ େବାଧର ଦଶନ

    ୀମଦ ଗବତକୁ ନବା ରୀ ବୃ େର ଜଗ ାଥ ଦାସ ଅନୁବାଦ କେଲ ଏହା ଅନୁବାଦ େହେଲ େହଁ ଅନୁସୃ ି ଲ ତ ପଦାବଳୀ ଏବଂ ଶାଶତ ନୀତି ବାଣୀର େୟାଗ ଯୁଗ ଯୁଗ ଧରି ପାଠକ ମାନ ୁ ଅଭିଭୁତ କରୁଛି ଏହି େହଉଛି ଓଡିଆ ଜାତିର ଜୀବନ, େବଦ, ଭ ି , ାନ, େମା , ଜୀବନବାଦର ଏହା ଏକ ଉତକୃ ଆେଲଖ ଓଡିଶାର େଷାଡଶ ଶତା ୀ ଜନୀତିକ େ େର ବିପଯ ର କାଳ େହେଲ େହଁ ସାହିତ େ େର ଆସି ସୁବ ଯୁଗ ଧମ , ଦଶନ ଭି ିକ ସାହିତ େର ଏହି ଯୁଗ ଅ ଣୀ ଓଡିଶାର ସ କବିମାନ ଅବଦାନ ର ରଣୀୟ ଯୁଗଯୁଗ ଧରି େସମାେନ ଓଡିଆ ଜାତିକୁ େଦଇ ଆସିଛ ି େ ରଣା ଧମର ସଂକୀ ତା ଓ ଆ ରଗତ ବୁ ହ େଭଦ କରି ସବମାନବ କଲ ାଣକାରୀ ଉଦାର ମାନବ ଧମର ବ ା ରୂେପ ପରି ତ ଓ

  • www.vedantimagazine.com

    ଅେ ଲ – ୨୦୧୯

    5 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ସଂଘଷର ଉପସଂହାର କରି ଯୁଗା କାରୀ େବୖ ବିକ ପଦେ ପ େଦବାେର ସି ହ େଲ

    ଜଗ ାଥ ଦାସ େଲ େମଧାବୀ ପି ଦିନରୁ ଭ ି ପ ୟଣ ଏବଂ ୀ ଜଗ ାଥ ର ପରମ ଭ ତ ିଦିନ ଶୁ ପୂ େହାଇ ବଟଗେଣଶ ଠାେର ଗବତର ଅଥ ବ ାଖ ା କରୁ େଲ ଶହ ଶହ େ କ ତା ର ଅପୂବ ଗବତ ବ ାଖ ା ଶୁଣି ଚମକୃତ େହଉ େଲ ତା ର ଖ ାତି ସୂଯ ର ରଶୀ ସମାନ ବହି ଲି ଦାଦଶ ର ବ ାଖ ା କରୁ ବା େବେଳ ଏକଦା ୀ େଚୖତନ ଶିଷ ମାନ ସହିତ େସଠାେର ଉପ ିତ େହାଇ ହୃଦୟର ସହିତ ଆଲି ନ କରି “ଅତି ବଡ” ଉପା େର ଭୂଷିତ କରି େଲ ଉ ଳର ସବେ ଜନ ିୟ ପୁ କ ଜଗ ାଥ ର ଗବତ ଘେର ଘେର ହ

    ସି ଓଡିଆ ଜାତିର ଜୀବନ େବଦ , ଓଡିଆ ଆ ୀୟତାର େଜୖ ବାଣୀ , େଘାର ଦୁଦନ ମ େର ଏହି ହ େହାଇ ସକଳ ତିେବଶୀମାନ ର ହୀନ ଚ ା କୁ ବ ଥ କରିବାପାଇଁ ଉପାଦୀୟ େ ରଣା ଏହାହ ଓଡିଆ ଜାତୀୟତାର ଏକ ଅମ ନ ୀ ଓଡିଶାର ଜାତୀୟ ଚରି ଗଠନ କରିବାେର ଏହା ଏକ ଭର େଯାଗ ଭି ିଭୂମି ମାଣ କରିଛି େସେତେବେଳ ଏହା ହାଳୀେର ପି ମାନ ର ଧାନ ପାଠ ପୁ କ େଯଉଁ ପି ଅ ାେୟ ଗବତ େବାଲି ପାରି ତାର ବିଦ ା େଶଷ େହଉ ଅେନକ େ କ ର ସକାଳ ାନ ପରି ସ ାେବେଳ ଗବତ ପାଠ କରିବା ମ ତ େନୖମି ିକ କାଯ ଏହି ସବୁ ରୁ ଗବତର େ କ ିୟତା ସହଜେର ଅନୁମାନ କ ଯାଇଥାଏ

    ଗବତ ରଚନା କରି ଜଗ ାଥ ଦାସ ସବୁ େ ଣୀର େ କ ୁ ମାତୃ ଷା ଓଡିଆ ଶି ା କରିବାପାଇଁ େ ରଣା େଦଇ େଲ ଜଗ ାଥ ଦାସ ଗବତ ପଢିବା ପାଇଁ େ କମାେନ ଉ ାହେର ଓଡିଆ ଶି ା କରିବାକୁ ଗିପଡିେଲ ଓଡିଶାର େତ କ ହି ୁ ାମ େର ଜଗ ାଥ ଦାସ ଗବତ ସଂର ିତ ସବ ଅଛି ଗବତ ଟୁ ୀ ଏବଂ ସ ାେର େସଠି

    ଗବତ ପଠନ ହୁଏ ବା ବେର ଜଗ ାଥ ଦାସ ଏବଂ ତା ର ଗବତ ଓଡିଆ ଜାତୀୟ ଜୀବନ ଓ ସଂ ତିକୁ ଗଢିବାେର େଦଇଛି ଏକ ସମୃ େଗୗରବମୟ ପର ଉ ଳର

  • www.vedantimagazine.com

    ଅେ ଲ – ୨୦୧୯

    6 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ାମୀଣ ଆ ା ିକ ଆେ ାଳନ ଓ ସାଂ ତିକ େଚତନା ବାହର ଧାନ େକ େହାଇପଡି ଗବତ ଘର ଏବଂ ଗବତ ପାଠ

    ଜାତୀୟ ରେର ଅେନକ େ େର ଓଡିଶା ମାନଦ ସୃ ି କରିଛି ଓଡିଶାର ମେଡଲ୍ ବିଶେର ମାନଦ ସୃ ି କରି ଆ ଜାତିକ େ େର ଶଂସିତ େହଉଛି ଦାରି ଦୂରୀକରଣ େଯାଜନାର ସଫଳ ରୂପାୟନ େହଉ ା ଜନଜାତି ଏବଂ ମହିଳା ୁ ବିକାଶ

    ିୟାେର ଅ ଭ ୂ କରିବା କାଯ ମ, ଦୁନତୀ ବିେ ଧେର ସଂ ାମ ା ଜନସାଧାରଣ ୁ ସବୁ ବଗେର ସଶ କରିବାର ଉଦ ମ, ସବୁ େର ଓଡିଶାର ଦ ତା

    ରଣୀୟ

    ଉ ଳ ଦିବସ ଉପଲେ ସମ ପାଠକବ ୁ ୁ ହା କ ଅଭିନ ନ

    ଜୟ ଉ ଳ, ଜୟ ଓଡିଶାବାସୀ

    ମମତା ଦାଶ

  • www.vedantimagazine.com

    ଅେ ଲ – ୨୦୧୯

    7 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ଭିତର ପୃ ାେର. . . . ପ ମମତା ଦାଶ ୧୨

    ଉ ଳ ଦିବସ ର ଚ ଖ ା ୧୩ ଉ ଳ ଦିବସ ଗିରଥୀ ଯାନୀ ୧୬ ଉ ଳ ମାତା'ର ଜୟ ତୁଷାରକା ସାଦ ୧୯ ମିଠା ଆ ର େ ପାମୁ ା ମି ୨୧ ଫଗୁଣର ଆଗମେନ ଜଲ ୀ ସାହୁ ୨୮

    ମନ ତୁ କାହ ବୁଝୁ ଶା ିଲତା ମି ୨୯ ବାଚନ ଗୁରୁକଲ ାଣ ମହାପା ୩୦

    ସାତେକାଶିଆ ଗ ର କାହାଣୀ ( ଧା ବାହିକ ମଣ କାହାଣୀ)

    ଅେଶାକ ବିଶାଳ ୩୧

    ଆ ହତ ା ଡା: ନୀଳମାଧବ କର ୪୪ ହଓାଇ ସୁେ ଚନା ପ ନାୟକ ୪୫ ପଖାଳ ଓଜସିନୀ ଦାଶ ୪୭ ଆ ିୟତା ର ିତ କୁମାର ସାହୁ ୪୮ କବି କଲମର ବ ଥା ଆଶୁେତାଷ େମେହର ୫୨

    ମୁ ଆକାଶ ବିନୟ ମହାପା ୫୩ ସତ ର ସ ାନ ବରଦା ସ ଦାସ ୫୬

    ଆମ ଓଡିଆ େସୗମ ର ନ ପାଲ ୬୫

  • www.vedantimagazine.com

    ଅେ ଲ – ୨୦୧୯

    8 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ମିଛ ବି ମିଠା ସତ ବି ମିଠା ନେର ସାହୁ ୬୬ ମହାମାନବ ସତ ନା ୟଣ ଗ ାୟତ ୬୮ ଖ- ଗ ଚରିତ ତି ିୟଦଶନୀ ୬୯

    ତଥାପି ଗାଆଁଟା ବାସୁଛି ଶିଶିର କୁମାର ପ ା ୭୨

    ଭକତ ବ ୁ ବିଭୁତି ଭୁଷଣ ସାମଲ ୭୪ ଭୁ କୃପା ପାଇବ ଶା କୁମାର ନାଥ ୭୬

    ମା େଲ େଦବତା ନ ମା େଲ ପଥର

    ଡକର ବି ାନୀ ଦାସ ୭୮

    କହି ଲ ମନ କଥା ଶଶଧର ମହାପା ୮୬ ସା ସୀତା ମ ଦାଶ ୮୮ ମାତୃଋଣ ଅନାମ ଚରଣ ସାହୁ ୮୯ ମା ଡ େଖଳ ସୁଧାଂଶୁ େଶଖର ଦିେବଦୀ ୯୧ ଅଭିନ ନ ସନାତନ ମହାକୁଡ ୯୩ ତୁେମ ଗ ପେର ସାଗର ଧାନ ୯୪ େମାହାବି ା ଆଶା ସାହୁ ( ଆରତୀ) ୯୫ ଔ ଔଦାଯ ଜେଶଖର ସି. “ ମା” ୧୦୧ ବିବ ଛାଇ ବିଦ ାଧର େସଠୀ ୧୦୩ ଉଠାଅ େହ ସବ ସାଚୀ; ଗା ିବ ତୁମର

    ଜନା ୟଣ ପାଣି ାହୀ ୧୦୪

    ସୀମାହୀନ ତି ପୁରୁେଷା ମ ମି ୧୦୭ ଭି ଏକ ଯୁ ଜବାଳା ିପାଠୀ ୧୧୭ େହ ବସ ଚ େଶଖର େଗା ୧୨୦ ପଖାଳ ଦିବସ ଅନୁ ା ବସ କୁମାର ବ ଳ ୧୨୧

  • www.vedantimagazine.com

    ଅେ ଲ – ୨୦୧୯

    9 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ ିକା w ww. vedantimagazine. com

    ସଂବାଳୁଆ ର ପର ସି ା ନାମତା ୧୨୩ େତା କଥା ସିେ ଶର ିପାଠୀ ୧୩୨ ଏଇଠି େଗାେଟ ବୁଢ଼ୀ ସେ ାଷ କୁମାର ମହା ି ୧୩୩

    ପହିଲି ବସ େକ. ମଳ ୧୩୪ ମଣ କାହାଣୀ –

    ଗିରନାର ପାହାଡ ସୁବଳ ମହାପା ୧୩୫

    ଦାଘର ତି ସୁ ତା େଗୗଡ ୧୪୪ େମା େଛାଟଘର କାଶ ଚ ପ ା ୧୪୫

    ୀ େ ଦଶନ ଡ ରୁଧର ବାଗ ୧୪୬ ଆେମ ଓଡିଆ , ରି ବଢିଆ େକଶରୀ ସାଦ ମହା ି ୧୪୭ ବୀର ସହିଦ ପାଇଁ ପେଦ ନୁ ନାଏକ ୧୫୨ ଜୀବନ୍ ଜୁଏ ଆ ାଣ ଖୁଡଆ ୧୫୩ ଦିନ ତିଦିନ ଅଜୟ କୁମାର ମହା ି ୧୫୪ ପ ୁକ ସେ ାଷ ପ ନାୟକ ୧୫୫ ଅଭିନ ନ ଖେଗଶର ବାଗ ୧୫୮ ଧରମା ସତ ତ ସାହୁ ୧୫୯ ସଡ଼କ ସୁର ା - ଜୀବନ ର ା ହେର ମ ପ ା ୧୬୧ ବାଧକତା ପୁ ିତା ଭୂୟଁା ୧୬୩ େଯେବ ଆେସ ବଷା ଶୁଭ ିତା େବେହ ୧୬୮ ଭୁଲିଯାଉଛି ମଁୁ େମା ମାତୃ ଷା େବୖ ବ େମେହର ୧୬୯ ଅପହ ଗଁା ର କାଶ ସାହୁ ୧୭୦ ଟିେକ ଖ , ଟିେକ ଛାଇ ଅଜୟ କୁମାର େବେହ ୧୭୩ ସା ାତ ଈ ର ଅରୁଣ କୁମାର ମହା ି ୧୭୫

  • www.vedantimagazine.com

    ଅେ ଲ – ୨୦୧୯

    10 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଅଭିନ ନ ୁ ଅଭିନ ନ ଡ଼ି ଶୁଭମ୍ ୧୭୭ େହ ପରଂ ଶା କୁମାର ପଧାନ ୧୮୦ େହ ବୀର ଯବାନ ଶ ଷଣ କର ୧୮୨ ଅେଫ ଫଗୁଣ ଧୀେର କୁମାର ଧାନ ୧୮୩ ଦୁଭାଗ େ ମଶି ଉତ ୧୮୪ ଜୀବନ ଯା ା କବି ସାଦ ୧୮୯ େମର୍'ଖୁମ୍ ସ ୟାସ ଭୁଏ ( ୟାସ) ୧୯୦ ତିତିଲି ର ତା ବ େମାହନ ଚ ବିେଷାୟୀ ୧୯୧ ଜୀବନ ବିଦ ାଳୟ ପାଇଁ ଦୀପଟିଏ ିୟ ତ ପା ୧୯୨ ବ ଝକା ଦୀପ ବ ୨୦୨ ଉ ଳ ଦିବସ ବିେଶଷା େଦବ ତ େଜନା ୨୦୪ ଭୁଲି ଯାଇଛନା େରନ୍ ବାଗ ୨୦୬ େଛାଟ େମାର ନାଆଟି ( ଧା ବାହିକ)

    େଫସର ଅ ତା ପ ା ୨୦୭

    େହ ଈ ର ଦି ୀପ କୁମାର ସାମଲ ୨୧୪ ପୁରୁଷ ଯେଶାବ ପ ନାୟକ ୨୧୬ ଟିଭି ଗଣମା ମେର ଅ ବିଶାସର

    ସାରଣ ବ େହଉ ବାଲୀ ନାୟକ ୨୧୭

    ମନୁଷ୍ ଜିବନ୍ ବୀଣ୍ ରେମଶ୍ ୨୨୨ େଚେହ ରେମଶ କୁମାର ବାରିକ ୨୨୪ କୁକୁର ପରତି ସାବଧାନ ଏମ୍. ବିଜୟ କୁମାର ୨୨୫

    ଭଦାୟକ ତରଭୁଜ ଷ ୀତିଲ ା ଧଳ

    ୨୨୭

  • www.vedantimagazine.com

    ଅେ ଲ – ୨୦୧୯

    11 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଲତା ଜାତୀୟ ବିନ୍ ଷ କଲ ାଣୀ ଧାନ / ା ପରମିତା ମହାପା

    ୨୨୯

    ପୁ କ ପରିଚୟ ବରଦା ସ ଦାସ ୨୩୧

    ଶିଶୁ ବି ଗ କହିବ ଏ ସତ ତ ସାହୁ ୨୩୩ ଗାଜର ସା ଡ଼ ର ିତ କୁମାର ସାହୁ ୨୩୫ ସୂଯ କାଶ ଜେଶଖର ସି “ ମା” ୨୩୮ ମା ଶା କୁମାର ନାଥ ୨୪୦ ଅେ ଲ ମାସେର ପଡୁ ବା ପବପବାଣୀ

    ସଂଗୃହୀତ ୨୪୧

    କଥା କେହ େବଦା ୀ ପରିବାର ୨୪୨

  • www.vedantimagazine.com

    ଅେ ଲ – ୨୦୧୯

    12 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମମତା ଦାଶ େମାର ଅବିକସିତ ଗରୁ ଅ ିର ସୁଖେର ଦୁଃଖର ଛାୟା ଜଗତର ଦ ହୃଦୟ ଉପେର

    ୟ ବିପବର ପାବିତ ମାୟା ଏକ ଅନ ତୀ ା ନୀରବ, ଅଦୃଶ , ଜୀବନେର ତି ଣ ମନ ୂଧାତୁର ବାସ ବିହୀନ ରେହ ଜୀବିତ ମନ ମଧୁର ମୁ , ଗ ଯୁ ଜ ଅରୂପେର ଭ ସରୂପ

    ମୁ ମାନ ବନ ର ମନ ଜନ ତିେର ସାଗର ଲହରୀ

    ଅ ର କେ ମୃଦୁ କହରୀ ଝେର ସୁମନ େମୗନ ହୃଦେୟ ଅଧେର ଗ ଅମ ପିେୟ ଗ ୀର ମଧୁର ଛାୟାେର ବିଶ ପ େର େଲ ମାୟାେର

    ସ ାଦିକା

  • www.vedantimagazine.com

    ଅେ ଲ – ୨୦୧୯

    13 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଉ ଳ ଦିବସ

    ର ଚ ଖ ା

    ଉ ଳ ଦିବସ ଅବସରେର ସମ ଓଡିଆ ଇ ଓ ଭଉଣୀମାନ ୁ ହା କ ଅଭିନ ନ। ଷା ଭି ିେର ଗଢା ଓଡ଼ିଶାକୁ ୮୩ ବଷ ପୂରି ୮୪ ବଷ ଲି । ୧ ଏ ିଲ ୧୯୩୬ େର ଷା ଭି ିେର ଓଡିଶା ସତ ଜ ର ମାନ ତା ପାଇ । ଷା ଭି ିେର ଗଠିତ ଜ ମାନ ମ େର ଓଡିଶା ଥମ ଜ ।

    ଏ ପାଇଁ ଆମର ପୂବ ପୁରୁଷମାେନ ବହୁ ଆେ ାଳନ, ବାଧା ବି ର ସ ଖୀନ େହାଇ େଲ। ଉ ଳ େଗୗରବ ମଧୁସୂଦନ ଦାସ, ପୂଣ ା ା ଉ ଳମଣି ପ ିତ େଗାପବ ୁ ଦାସ, ମୟୂରଭ ମହା ଜା ମଚ ଭ େଦଓ, ପାରଳା ମହା ଜା କୃ ଚ ଗଜପତି, ବ ାସକବି ଫକୀର େମାହନ େସନାପତି, ସ ବ କବି ଗ ାଧର େମେହର ଇତ ାଦି ମୁଖ ମହାନ୍ ସଂ ାମୀ ଲେଢଇ ଫଳେର ଇଂେରଜ ମାେନ ବା େହେଲ ଓଡିଶାକୁ ଷା ଭି ିେର ସତ େଦଶ େବ େଘାଷଣା କରିବା ପାଇଁ।

    ଆଜି ଯଦି ଆମର ସତ ଜ ବା ଷା ନଥା ା, ତାହା େହେଲ ଆମର ସତ ପରିଚୟ କଣ ଥାଆ ା ?

    ମାତୃ ଷା ମାତୃଭୂମିର ମମତା ଯା ହୃେଦ ଜନମି ନାହ, ତାକୁ ଯଦି ାନୀ ଗଣେର ଗଣିବା ଅ ାନ ରହିେବ କାହ।

    ଆମ ଓଡ଼ିଆ ସଂ ତି, େସଇ ଗବତ ଟୁ ି , ସମ ବିଶର କଲ ାଣକାରୀ ାଧା , ଆମର ଜଗ ାଥ ସଂ ତି "ବସୁେଧୖବ କୁଟୁ କମ୍" କୁ େନଇ ଆଜି ବି ଆେମ ଗବତ। ୬ ଟି

  • www.vedantimagazine.com

    ଅେ ଲ – ୨୦୧୯

    14 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଶା ୀୟ ମାନ ତା ା ଷାରୁ ଓଡିଆ ଅନ ତମ। ( Tamil, Sanskrit, Telgu, Kannad, Malayalam and O diya)

    ଦିନ ଆେମ ଖୁବ ୍ ସମୃ ଶାଳୀ ଲୁ। ଆମର ପୂବ ପୁରୁଷମାେନ ଜା , ସୁମା ା ଆଦି ଦୀପପୁ , ବିେଦଶକୁ ଯାଇ ବା ଣିଜ ବ ବସାୟ କରି ଖ ାତି ଭ କରି େଲ।

    ଓଡ଼ିଆ ମାେନ େଯ ବହୁ ପରି ମୀ, ଏ େର ସଂେଦହ ନାହ। ଆମ ଜାତି ପରି ମୀ ସହିତ କେଠାର ସମସ ାର ସ ଖୀନ େହବା ପାଇଁ ସବଦା ତ ର। େକେତ ଳୟ ାରୀ ବାତ ା ଏବଂ ବନ ାେର ତି େହାଇ ମ ଆେମ ଆମର ସତ ତା ଏବଂ ଐତିହ କୁ ନତମ କ େହବାକୁ େଦଇ ନାହ ଁ ୁ ।

    ଆମର ସଂ ତି କଳା ଯ ଓ ତାରକସି କାମ ବିଶ ବିଖ ାତ। େକାଣାକ ସୂଯ ମ ିର, ଓଡିଶୀ ନୃତ , କଟକର ତାରକସି, ପିପିଲି ୁଆ ଏପରି ଅେନକ ହ କଳାକୁ େ ା ାହନ େଯାଗାଇ ଆମକୁ ଆମ ଓଡ଼ିଶାକୁ ସମୃ ି ପଥେର ଆେଗଇ େନବାକୁ ପଡ଼ିବ।

    ଇତିହାସ କେହ ଆମରି ପୂବପୁରୁଷମାନ ବୀରତର ଗାଥା। େସଇ କ ଯୁ ଯାହା ଦିେନ ଚ ାେଶାକ କୁ ଧମାେଶାକେର ପ ରିଣତ କରି । ଏଇ ଓଡ଼ିଆ ମାଟିର ବୀର ସ ାନ ବ ି ଜଗବ ୁ , େଖା ା ପାଇକ ବିେ ାହ ଏବଂ ତା ର ରଣ ହୁ ାର ର

    ରଣୀୟ।

    ଉ ଳ ଦିବସେର ଆମର େସଇ ପୂବପୁରୁଷମାନ ୁ ମେନ ପକାଇବା, ଆମରି ଷା ଆମ ସଂ ତି , ଆମ ଜ କୁ କେଠାର ପରି ମ ଜରିଆେର ସରସ ସୁ ର କରି ଗଢି େତା ବା। ଆମ ଜ ଖଣିଜ ସ ଦେର ଭରପୁର। ାକୃତିକ େସୗ ଯ ଏବଂ ପରିେବଶେର ଭ ଓଡ଼ିଶାେର ପଯ ଟନ ଶି ର ସାର ଏବଂ ବିକାଶର ଯେଥ ଆବଶ କତା ରହିଛି।

  • www.vedantimagazine.com

    ଅେ ଲ – ୨୦୧୯

    15 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    େଦଶ ବିେଦଶେର ବା ସମ ଓଡିଆ ଇ ଓ ଭଉଣୀ ମାେନ ଜକୁ ଓଡ଼ିଆ ବି ଆମ ଜ ଆଉ ଆମ ଷାକୁ କେଠାର ପରି ମ ମା ମେର ଆହୁରି ଆଗକୁ ଆେଗଇ େନବା।

    ଉଠେର ଉଠେର ଉ ଳ ସ ାନ ଉଠିବୁ ତୁ େକେତ ଦିେନ

    ପୂରୁବ େଗୗରବ ପୂରୁବ ମହିମା ପଡୁ ନାହ େର େତାର ମେନ।

    ଆ ହାବାଦ ବ ା , େଯାନାଲ ଅଫିସ ଭୁବେନଶର

    ଓଡିଶା ବାହାେର ରହୁ ବା େତ କ ଓଡିଆ ପାଖେର ପହ ିବା େହଉଛି େବଦା ୀର ଲ ଆଉ ଏହି ଲ ପଥେର ଆେଗଇ ଯିବା

    ଦିଗେର ଅେନକ ସାହାଯ କରୁଛ ି େବଦା ୀ ପାଇଁ ଜର ବହୁମୂଲ ସମୟେଦଇ େଲଖା ପଠାଉ ବା େଲଖକ ଓ େଲ କାମାେନ

    େସମାନ ସହେଯାଗପାଇଁ େବଦା ୀ ପରିବାର ତରଫରୁ ଅେନକ ଅେନକ ସାଧୁବାଦ

  • www.vedantimagazine.com

    ଅେ ଲ – ୨୦୧୯

    16 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଉ ଳ ଦିବସ

    ଗିରଥୀ ଯାନୀ

    ଉ ଳ ଜନନୀ ଇଂେରଜମାନ ଶାସନା ନେର ରହି,

    ଖ ବିଖ ିତ େହ କେଳବର ବ ିଅଛି କ ସହି ୧

    ଜନମ ମାଟିର ଯ ଣା େଦ େଯାଗଜନା ଅସହ ,

    ଓଡିଆ ଜାତିର ମାନ ର ା ପାଇଁ ୟ େହେବ ସହାୟ ୨

    ସିପାହି ବିେ ାହ ସାଧୀନତା େ େମ ଜକୁ ଉ ଗ କରି,

    ସର ଉେ ାଳନ ଥେମ କରିେଲ ସାଜି ଇଂେରଜ ଅରି ୩

    ଏ ମାଟିର େଯା ା ବ ି ଜଗବ ୁ ଓଡିଶାର ବରପୁ ,

    ଇଂେରଜ ିତିକୁ େଦାହ ଇ େଦ ରଣହୁ ାରର ସୂ ୪

  • www.vedantimagazine.com

    ଅେ ଲ – ୨୦୧୯

    17 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଜାତିର ଜନମ କେଲ ଆେ ାଳନ ଅସହେଯାଗ ବଳେର,

    ବୀର ସୁେର ସର ଉେ ାଳନ ଫିରି ି ବିେ ଧେର ୫

    େଗାପବ ୁ ଦାସ ଉ ଳ େଗୗରବ ଭୃତି ମନୀଷୀଗଣ,

    ଓଡିଆ ାେଣ ଓଡିଶା ମାଟିେର କେଲ ଜନଜାଗରଣ୬

    ସଂ ତି, ଐତିହ ଐକ , ସାତ ତା ବଜାୟ ର ବା ପାଇଁ,

    ତା ବିେ ଧେର େଯାଗଜନାଗଣ କରି େଲଟି ଲେଢଇ ୭

    ମନୀଷୀ ଗଣ ଅ ାଣ ଉଦ େମ ଉ ଳ ଏକ େହ ,

    ସତ ଉ ଳ ତା ରି ସକାେଶ ସ ାନ ହାସଲ କ ୮

    ରଣୀୟ ଅେଟ ଆଜିର ଦିବସ ଓଡିଶା ଇତିହାସେର ,

    ସତ େଦଶ ରୂପେର ା ତ ରତ ମାନ େର ୯

  • www.vedantimagazine.com

    ଅେ ଲ – ୨୦୧୯

    18 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଉେଣଇଶ ସହ ଛତିଶ ମସିହା ଅ ିଲ ପହି ଦିନ,

    ସତ େଦଶ ଗଠନ େହାଇ ପୂରଣ େହ ସପନ ୧୦

    ଆସ ଆସ ଆସ ଉ ନ ମନେର ସମେ େହାଇ ଉ ାସ,

    ଏକ ିତ େହାଇ ପାଳନ କରିବା ଆଜି ଉ ଳ ଦିବସ ୧୧

    େଗୗରବ ଉ ଳ ଆମ ପର ଉ ଳ ରି ସରସ,

    ସମୃ ର କଥା େଗାଟି େଗାଟି କେହ ଓଡିଶାର ଇତିହାସ ୧୨

    ଓଡିଶା ମାଟିର ଓଡିଆ ାଣର ଆଜି ମହାନ ଦିବସ,

    ଆସ ଆସ ଆସ ପାଳନ କରିବା ଆଜି ଉ ଳ ଦିବସ ୧୩

    ମଚ ାଣବ ୁ େନାଡାଲ ବିଦ ାପୀଠ , ରସ , ଗଣିଆ, ନୟାଗଡ

  • www.vedantimagazine.com

    ଅେ ଲ – ୨୦୧୯

    19 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଉ ଳ ମାତା'ର ଜୟ

    ତୁଷାରକା ସାଦ ରତର ଆ ା େବା ଏ ଉ ଳ,

    ଏ ବୀର , ପବି ଭୁଇଁ ଚ ାେଶାକ ଯହ ଧମାେଶାକ େହାଇ, େଦଇ େଲ ମଥା ନଇଁ ।।

    ପୂବ ଦିେଗ ଯା'ର ମେହାଦ ରହି, ଚରଣକୁ େଧାଏ ତି ଆଜି େସ ଉ ଳ ଓଡିଶା ନାମେର, ଜଗେତ ର ଛି ଖ ାତି ।।

    ନାହଁା ି ଆଜି େସ ସାଧବ ପୁଅେର, ନାହଁା ି କ ଜା । ଅଦ ାପି ଜୀବିତ ଯାହା କୀରତି , ଜଗେତ ଉଡଇ ଧଜା ।।

    ମଧୁବାବୁ ଆଉ େଗାପବ ୁ ର, ସପର ଓଡିଶା ଆଜି। େଖାରଧା ଗଡର ଜୟୀ ଜଗୁରୁ, ନାହ େସ ଦା ିକ ବାଜି ।।

  • www.vedantimagazine.com

    ଅେ ଲ – ୨୦୧୯

    20 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    କ ଯୁ ର ଅମ ନ ଗାଥା, ଧଉ ପାହାଡ଼ କେହ । ଧମପଦର େସ ଉଦାରତା ଗୁଣ, େକାଣାକ ପବେନ ବେହ।।

    ଜଗତର ନାଥ ଯହ ବି ଜିତ, ମ ମେ ସଗପୁର । ଉ ଳ ଐତିହ , କଳା ଓ ସଂ ତି, ଆହା େକେଡ ମେନାହର ।।

    ଏ ମାଟି େଦ ଛି େକେତ େଯ ବିପ ି , ମହାବାତ ା ପରି ଦୁଃଖ । ଅନାହାେର େକେତ ଜୀବନ େନଇଛି , ନ'ଅ ଦୁଭ େ କ ।।

    ସଂ ାମ କରୁଛି ଗତି ପଥେର, େହାଇନାହ ଲ ଚୁ ତ । ସମୟର ଏହି କ ଳ ଗତିେର , ଲଭିେଲ ଅେନକ ତ ।।

    ସବଧମ ସମନୟର ବନା, ଏ ମାଟିର ପରିଚୟ । ଗବ ସହକାେର କୁହ ଉ ସେର, ଉ ଳ ମାତା'ର ଜୟ ।।

    ବରୀ, ଯାଜପୁର

  • www.vedantimagazine.com

    ଅେ ଲ – ୨୦୧୯

    21 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମିଠା ଆ ର

    େ ପାମୁ ା ମି

    ଏ ିଲ ମାସ ର ଟାଇଁ ଟାଇଁ ଖ େବଳ ସମୟ ାୟ ଦିନ ଏଗାର ସାେଢ ଏଗାର େହବ ମଁ ୁ େମାର ଏକ ଗୁରୁ ପୂ କାମ େର େ ଟ ବ ା ର ଯାଜପୁର ଟାଉନ ା କୁ ଯାଇଥାଏ କାମ ସାରି ବ ା ରୁ ବାହାରୁଛି , େଦଖାେହଇଗ ଆମ ଘର ପାଖ 'ଲତାଆଈ' ସହ େସ ତା ବୃ ାମୀ 'ମାନଅଜା ' ସହ ଆସି ଅଜା ର େପନସନ ସ ୀୟ େକୗଣସି କାମ ପାଇଁ ମାନଅଜା େମା େଜେଜମାଆ ର ସ କୀୟ

    ଇ େସହି ହିସାବେର ଆେମ ଇଭଉଣୀ ସମେ େସ ଦୁହ ଅଜା ଆଈ ଡାକୁ l

    ମଁ ୁ େସମାନ ୁ ପ ରିଲି, "ଆେର ଅଜା ଆଈ ! ତୁେମ ମାେନ େକମିତି ଆସି ଲ ଆଉ ଯିବ େକାଉ େର? କାମ ସାରି ଣି ନଁା ବା ଅଛି? "

    ଲତାଆଈ କହିେଲ, "ସାେଢ ଆଠ ଟା ବସ 'ଅନ େଜ ାତ'ି େର ଆସି ଲୁ l କାମ ତ ସରିଗ ଣି ଏେବ ଆଉ ଛି ବସ ନାହ l ପୁଣି ଯାଇ ଅେଢଇ ଟା େବେଳ ଗଁା କୁ ବସ ମି ବ ବୁଛୁ େ କର େର ପେଳଇବୁ "l

    ମଁ ୁ େସମାନ ୁ େମା ସା େର ଆମ ଗାଡି େର ଯିବା କୁ ଡା ଲି େମାର ବି ଆଉ େକାଉଠି କାମ ନ ସା େର ବି େକହି ଆସିନ େଲ ଘରକୁ ଗି ଘର େସମାେନ ବି ମନା କେଲ ଜି େହାଇ ଆସି େମା ସେ ଗାଡି େର ବସିେଲ

  • www.vedantimagazine.com

    ଅେ ଲ – ୨୦୧୯

    22 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    େମା ହଜବ ା ୍ େସେତେବେଳ ଜୟପାଟଣା, କଳାହା ି ରୁ ଆସି କଟକ ଏସ୍. ସି.ବି. େମଡିକାଲ କେଲଜ େର ନୂଆ ଜଏନ କରିଥା ି ଓ େଗାେଟ ଘର ଭଡ଼ା େର େନଇ ଏକା ରହୁଥା ି l ଏକା ରହିେଲ ଖାଇବା ପିଇବା େର ଛି ଠିକ ଠିକଣା ରଖ ି l େଚନ୍ କୁ ତ ଭୁଲ େର ବି େସ ଯାଆ ିନାହ l େସହି ଏସ୍.ସି.ବି. ର େମସ୍ ରୁ ଯାହା ଖାଇବା ଲ , ଡିନର ପାଇଁ ମିେଳ େନଇଆସି ଖାଆ ି l େସ ସବୁେବେଳ ରୁଟି ା ପରଟା ସହ ଅଲଗା ଯାହା ବି ଥାଉ ମିଠାଆ ର ଟିେକ େଲ ଖାଇବାକୁ େବଶି ପସ କର ି l ମଁ ୁ ବି ଲି େଫରି େବେଳ ଯାଜପୁର ର େସହି େଦାକାନ ରୁ େଗାେଟ ଭଲ ଆ ର ଆଣି ଆସିବି ତା ପାଖକୁ ପଠାଇବା ପାଇଁ l ବସ ା ଆଡକୁ ଗ େବଳକୁ କଳାମ ିର ଶାଢ଼ି େଦାକାନ କୁ ଗି େସହି େଯଉଁ ି ା ଜୁଏ ରୀ ଅଛି, ଠିକ ତାହାରି ସାମା କୁ େମାର ିୟ ଆ ର େଦାକାନ ଟାର ଅବ ିତି l ମଁ ୁ ାଇଭର କୁ କହିଲି େସଇଠି ଗାଡି ର ବା ପାଇଁ l ବିଭି

    କାର ର ଖଟା ମିଠା ଆ ର, ମି ଚର, ପାପଡ ଆହୁରି ସବୁ ଅେନକ ହାତତିଆରି ବଡି, ଶସ୍ ଆଉ ଚେକାେଲଟ୍ ମ େସହିଠି ମିେଳ l ମଁ ୁ େଗାେଟ ଭଲ ମି ଡ୍ ଫଟ୍ ମିଠା ଆ ର ଓ ଛି ହ ା େମଡ୍ ଚେକାେଲଟସ୍ ଆଣିଲି l ଅଜା ଆଈ ୁ ଛି ଚେକାେଲଟସ୍ େଦଇ ଅବଶି ଜ ପାେଖ ର ଲି l ଆେମ ଗପୁ ଗପୁ ଅଧଘ ା ଭିତେର ଘେର ଆସି ପହ ିଗଲୁ l

    ସ ା େର ମଁୁ ଘେର ବସି ଟିଭି େଦଖୁଛି ଲତା ଆଈ ଆସି ଡା େଲ l ମଁ ୁ ଯାଇ େଦ ଲି ଲତାଆଈ େଗାେଟ ଗିନା ହାତେର ଧରି ନଇଁ ନଇଁ ଆସି ଆମ ଦା କବାଟ ପାେଖ ଠିଆ େହାଇଛ ି l ମେତ େଦ ପେକଇ କହିେଲ, "ବୁଢୀ େ ! େଯାଉ ଆ ର ଟା ଆଜି ଆଣି ଲୁ େସ ରୁ ଟିେକ େଦଲୁ େତା ଅଜା ର ଆଜି ଆ ର ଖାଇବାକୁ ଖୁବ ମନ କରୁଛି l"

    ମଁ ୁ ବଡ େର ପଡ଼ିଗଲି l ଡବା ଟି ମଁ ୁ େଖାଲିବାକୁ ଚଁାହୁନ ଲି l ବଡ ଦୁଃଖ ର ସହ ତା ୁ ମନାକରିବାକୁ ପଡି l କହିଲି, "ଆଈ େସହିଟି ତା ପାଇଁ ଆଣି ଲି l କଟକ ପେଠଇବି l େଖାଲିେଦେଲ ା େର ଢ଼ା େହଇଯିବ ତ େସ ପାଇଁ େଖାଲୁ l େସ ମିଠା ଆ ର କୁ ବହୁତ ପସ କର ି ତ l ଆଈ! ଆମର ଆହୁରି ବହୁତ ଅଲଗା ଅଲଗା ଆ ର ଅଛି l େଦବି? "

  • www.vedantimagazine.com

    ଅେ ଲ – ୨୦୧୯

    23 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    େସ ମନା କେଲ ଆଉ ହସି ହସି ବି କହିେଲ , "ନାଇଁ େ ମାଆ l ଥାଉ ଥାଉ l ଆମର ମଁ ୁ କଣ କମ ଆ ର ତିଆରିଛି ? େତା ଅଜା ର କଣ େହଇଛି େକଜାଣି? ଆଜିକାଲି ଯାହାର ଯାହା େଦଖୁଛ ି ମେତ ମେଗଇ ପେଠଇ େଦଉଛ ି l ମେତ ପା ଯାଜପୁର ରୁ ଆସି େବଳଠୁ କହୁଛ ି େତା ପାଖରୁ ଆ ର ଟିେକ ମାଗିେନବା ପାଇଁ l ହଉ ହଉ ଥାଉ ତୁ େଖାଲନା l େମା ନାତୁଣୀ ାଇଁ ପାଖକୁ ପେଠଇବୁ l ମଁ ୁ ଆସୁଛି " l

    େସ ଲିଗେଲ l ମେତ ଟିେକ ଖ ପ ଗି l ସାମାନ ଆ ର ଟିେକ େଦବାକୁ ମଁ ୁ ମନା କରିପାରିଲି? ପୁଣି ବିଲି ଛାଡ େସଇମିତି ଆଉ େଗାେଟ ଡବା ଆଣି ଆଉ େକାଉଦିନ େଦଇେଦବି l

    ତି ନଅ ଟା ପାଖା ପା ହଜବ ା ୍ େଫାନ କେଲ l କଥା େହଉ େହଉ ତା ପାଇଁ ଆଣି ବା ଆ ର ରୁ ଛି ଲତାଆଈ ମାଗୁ ବା କଥା କହିଲି l େକମିତି ମଁ ୁ ନେଦଇ ତା ୁ େଫେରଇ େଦଲି େସ କଥା ବି କହିଲି l ସିଏ େମା କଥା ଶୁଣି ଭୀଷଣ ଗିଯାଇ କହିେଲ, "ତୁେମ ଏେତ ଅଵିେଵକୀ େକମିତି େହଇପାରୁଛ? େମାେତ କଣ କଟକ େର ଆଉ ଆ ର ମି ବ େଯ ଜେଣ ବୟ େ କର ଆଶା କୁ ମାରିେଦଇ େମା ପାଇଁ େସ ଆ ର ସାଇତି ରଖୁଛ? ଯାଅ ଜଲଦି େସ ଡବା ଟା ମାନଅଜା ୁ େଦଇଆସିବ l ଏେବ େଫାନ ୍ ରଖ ଆଉ ଯାଅ " l ସିଏ େଫାନ କାଟିେଦେଲ l େମାର ତା ଉପେର ଭୀଷଣ ଗ େହ l ଏେତ

    ା େର ତା ରି ପାଇଁ ଆଣି ଲି, ଟିେକ ବି ଧନ ବାଦ ନଜଣାଇ ଆହୁରି କହୁଛ ି େନଇ େସ ବୁଢ଼ାଅଜାକୁ େଦଇଆସିବାକୁ l ବିଲି େଦଵିତ ତ, ଥାଉ କାଲି ସକାଳକୁ ଯାଇ େଦଇଆସିବି l ତା ଉପେର ଗ ଟା ପରମୁହୂ େର େମାର ଜ ଉପରକୁ ଲ ାେବାଧ େର ପରିଣତ େହାଇଗ l ଛି..ଆ ର ଟିେକ ନେଦଇ ବୁଢୀେ କ ଟା କୁ େଫେରଇେଦଲି ! େସ ପୁଣି ଏମିତି ଜେଣ େ ହ େ କ ୁ !

    େମାର ଦୁଇବଷ ତଳର େଗାେଟ େଛାଟ ଘଟଣା ମେନପଡ଼ିଗ l େସେତେବେଳ ମଁ ୁ କଟକ ଧାନାଥ େ ଂ କେଲଜ େର ବି .ଏଡ୍ େ ଂ େନଉଥାଏ l ଦିେନ ଅପ ରିଟା େର

    କେଲଜ ଛୁଟିପେର ହାଇେକାଟ ପାଖ େଗାେଟ ଟ େଦାକାନ କୁ ପାପଡ଼ି ଟ ଖାଇବାକୁ ସା ମାନ ସହ ଯାଇଥାଏ, ଆମ ଗଁା ର ଧୀର କକା େଦଖାେହେଲ l ତା ଠାରୁ ଶୁଣିଲି

  • www.vedantimagazine.com

    ଅେ ଲ – ୨୦୧୯

    24 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମାନ ଅଜା ଦୀଘ ପ ଶି ଦିନ େହ କଟକ ବଡ଼ େମଡିକାଲ ର ଟିବି ଓ ଯ ା ୱାଡ େର ଭତେହଇ ିତ େହଉଛ ି l ମନ ଟା ଭଲ ଗି ନାହ l ତା ପରଦିନ ରବିବାର l ସକାଳୁ ଏକା ଯାଇ ପହ ିଗଲି େସମାନ ପାେଖ l ଲତାଆଈ ଅଜା ପାେଖ ବସି ତା େଗାଡ଼ ହାତ ଆଉଁଷି େଦଉଥାଏ l ମେତ େଦ ଦୁେହଁ ଯାକ ରି େଗାେଟ ଖୁସି େହଇଗ ପରି ମଁ ୁ ଅନୁଭବ କଲି l ପ ରିଲି, "ଆଉ େକହି ନାହଁା ି ? " l ଆଈ କହିେଲ, " ଏ ସବୁ କାମ ଧ ା ଛାଡ଼ି ଏେତଦିନ ଏଠି ପଡିରହିବ? ଟୁଟୁ ( ମାନଅଜା ସାନପୁଅ ) ଆସୁଛି ସବୁଦିନ ସକାଳୁ ପୁ ଣି ଦଶ ଟା ଏଗାର ଟାେର ଲିଯାଉଛି l ତାର ତ େଦାକାନ େର ଦୁ ଆଁ କାମ l ରବି ( ତା ବଡ ପୁଅ ) ର ତ ଈସୁକୁଲୁ ( ଲ) l େସ ଆସିପାରୁ l ଆଜି ରଇବାର l ଆସିବ କହିଛି "l ପୁଣି ଟିେକ ରହିଯାଇ କହିେଲ, "ଏଠି ସମେ ଜଣ ପେର ଜେଣ ଭଲ େହଇ ପଳାଉଛ ି l ଆେମ ଖାଲି ଯାହା ପଡିରହିଛୁ l ପଇସା ପାଣି ପରି ଖ େହଉଛି l େକାଉଠୁ େକେତ ଆଣିବୁ"? କହୁ କହୁ କା କା େହଇଗେଲ l

    ଏମିତି ଗପୁ ଗପୁ ମଁ ୁ ଯିବାକୁ ବାହାରିଲି l ମାନଅଜା ଖ ଁ ୁ ଖଁ ୁ େହଇ କାଶୁ କାଶୁ କଣ େଗାେଟ ଠାରି କହିେଲ ଆଈ କୁ l ଆଈ େଗାେଟ ରିଆସି ବା ମସିଆ ପୁରୁଣା ଥ ତା େବଡ଼ ର ତ ଆ ତଳୁ ବାହାରକରି େସ ରୁ ପୁରୁଣା ଦଶଟ ିଆ େନାଟ େଟ େମା ହାତେର ଗୁ ି େଦେଲ l ମଁ ୁ େଯେତ ମନା କେଲ ବି ମା େଲ l ପୁଣି କଣ ମେନପଡ଼ି ମେତ ଟିେକ ଠିଆ େହବାକୁ କହି େଗାେଟ ଓମେଫଡ ୀର ପ ାେକଟ େଯାଉଟା ହ ିଟାଲ ତରଫରୁ େ ଗୀମାନ ୁ ଦିଆଯାଏ ଆଣି େମା ହାତେର ଧେରଇେଦଇ କହିେଲ, " େନଇଯା ଏଇଟା ହେ ଲ େର ଗରମ କରି ପିଇେଦବୁ l ଏମିତି େବଳେର ଆସିଲୁ େଯ ଆମ ପାେଖ

    ଛି ନାହ େଦବାକୁ l ତୁ ଆସିଲୁ ଆେମ ବହୁତ ଖୁସି " l ମଁ ୁ କଣ କହି ତା ୁ ବୁେଝଇବି େଯ େମଡିକାଲ କୁ େ ଗୀ େଦ ଆସିେଲ ଛି ସା େର େନଇ ଆସ ି ଏମିତି େନଇକରି ଯାଆ ିନାହ l େସ ବୁଝିେବନାହ l ଆହୁରି େନଲିନାହ େବାଲି ଆଘାତ ପାଇେବ l େମା ଗଁା ର ସବୁ ଆ ୀୟ ଅ ୀୟତା ଏହିପରି l ଗଁା ବାହାେର ଦୂର େକାଉ ଜାଗାେର େକହି ଯଦି ାମବାସୀ ପର ର ସହ େଦଖାେହଇଯା ି ଖୁସି େର େସମାନ ଆ ଉ ଳ େହାଇଉେଠ l ଆଉ ଯଦି ଏହି ଲତା ଆଈ ପରି ବୟ େ କ ର େମା ପରି ବୟସ େର େଛାଟ େକହି େଦଖା େହାଇଗେଲ େସ ତାକୁ େକେବ ବି ଖାଲି ହାତେର ଛାଡ଼ିେବନାହ ,

  • www.vedantimagazine.com

    ଅେ ଲ – ୨୦୧୯

    25 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    େସ ଜାଗା େହଉପେଛ ହ ିଟାଲ ର ଯ ା ୱାଡ ଆଉ େଜ େହଉଥା ପେଛ େ ଗ ଶଯ ା େର ପଡି ଯ ଣାଜଜରିତ l

    େସହିଦିନ ର କଥା ବି େମା ଆ ଓଦା ଓଦା େହଇଗ l େସହି ସେ ସେ ତା ଘରକୁ ଯିବାକୁ ଇ ା େହ l ଏେବ ଏେତ ତି େର ଆଉ ବୁଢ଼ା ବୁଢୀ ୁ କାହ ହଇ ଣ କରିବି ? ସକାଳୁ ଉଠିବା ଣି ଯିଵି ବି େଶାଇପଡ଼ିଲି l

    ସକାଳୁ ଉଠୁ ଉଠୁ ମାଆ ଆସି କହି , "ଜାଣିଛୁ ନା େ ? କାଲି ତି ରୁ ମାନମାମଁ ୁ େଦହ ବହୁତ ଖ ପ l େ ରୁ େମଡିକାଲ ଯାଇସାରିେଲଣି l ତି ତି ଟା େର ଟୁଟୁ ଆସି େତା ବାବା ୁ କହୁ , ମାମଁ ୁ େକମିତି ଆ େଖାସି ହାତ ଦୁଇଟା ମୁଠା ମୁଠା କରିପକାଉ େଲ l େତା ବାବା କହିେଲ ଶୀ ହ ିଟାଲ େନଇଯିବାକୁ "l

    ମାଆ ର କଥା ସରି ମାନଅଜା ଘର ସାମା େର ଗାଡି େଟ ଆସି ରହି l େ େକ ଗାଡ଼ିରୁ ମାନଅଜା ାଣ ଶରୀର କୁ େଟକା େଟ କରି ବାହାର କରୁ େଲ l ଲତା ଆଈ ୁ ମ ଛିେ କ େଟ େବାହି େନଇଗେଲ l େସ ବି େଲ େଚତାଶୂନ ା l ଲତା ଆଈ ଆଜିଯାଏଁ ଜ ଜୀବନ ର ତିଟି ସୁଖଦ, ଦୁଃଖଦ ମୁହୂ ଗୁଡିକ େର ାମୀ ହାତେର ହାତ ଛ ି ଲି ଆସୁ େଲ l ଦୁେହଁ ଦୁହ ୁ ଛାଡ଼ି କୁଆେଡ ଯାଆ ିନାହ l ଆଜି େକମିତି ଜେଣ ଆର ଜଣ ହାତ ଛାଡ଼ି ଯାଇପାରି ?

    ତା ଘରୁ ନ ର େ ଳ ଆମ ଘର ପଯ ଶୁଭୁଛି l ମଁ ୁ େସଠିକୁ ନଯାଇ ଆମ ଘର ଭିତରକୁ ଲିଆସିଲି l ଆ ରଡବା ଟା କୁ େଦ େମା ଆ ରୁ ଲୁହସବୁ ବ ବାଡ ନମା େବାହି ଲି l ଭୀଷଣ ଅପ ଧ େବାଧ େର େମା ହୃଦୟ ବି ି ଉଠି l ସତେର େକେତ ଅଵିେଵକୀ ମ ଁ?ୁ ଜକୁ େକେବ ମା କରିପାରିବି ନାହ l ଜ ଉପେର େ ାଧ ଆଉ ଗଭୀର ଦୁଃଖ େର ିୟମାଣ େହାଇ େସ ଆ ର ଡବା କୁ ଧରି ବାଡ଼ିଆେଡ ଗଲି l ସବୁଯାକ ଆ ର ଡ ବିନ େର ଢ଼ା େଦଇ ଡବାକୁ ବାଡ େସପଟ କୁ ଫି ି େଦଲି l ଖାଲି ଡବାଟା ଯାଇ ପଡି ମାନଅଜା କୂଅ ିନୀ ଉପେର l

  • www.vedantimagazine.com

    ଅେ ଲ – ୨୦୧୯

    26 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମାନ ଅଜା ଯିବା ପେର ଲତା ଆଈ ଦୁଃଖୀ ପରିବାରଟି ଆହୁରି େଘାର ଅ ବ ଭିତରକୁ ଲିଗ l ମାନ ଅଜା ସରକାରୀ ଲ େର ସାମାନ ପିଅନ ରିଟିଏ କରି େଲ l ପା ଝିଅ ଓ ଦୁଇ ପୁଅ ର ସମ ଆବଶ କତା ପୁରୁଣ କରିବାକୁ ମ ତା ଦରମା ଅ ନ l ବଡ କ େର ପାେ ାଟି ଯାକ ଝିଅ ୁ ବାହାେଦେଲ l ସବାସାନ ଝିଅ କୁ ବାହାେଦଇ ସାରି େବଳକୁ ତା େମରୁଦ ବା ି ସାରି l ବଡ ପୁଅ ରବି କକା ଆଠ ବଷ ବିନା ଦରମା େର େଗାେଟ ଅଣଅନୁଦାନ ା ଲ େର ଶି କତା କ ପେର ପା ଛ ବଷ େହବ ବକ ା ନଁା େର ଅ ଛି ଦରମା ପାଉଛ ି ଯାହା ତା ଛୁଆ ପି ଲ ବହିଖାତା ଖ କୁ ବି ଅ l ଟୁଟୁ କକା ଛକ ଉପେର ଜଣ ଭୁସାମାଲ େଦାକାନ େର ପଇସାପ ହିସାବ ତାବ େଦଖା ରଖା କର ି l େସଇ ରୁ ଯାହା ମିେଳ ସମୁ କୁ ଶେ l ଅଜା େପନସନ େର ଘର ଅଧା ଅ ଭର କରୁ l ଏେବ ଲତା ଆଈ ୁ ଯାହା ମି ବ େସହିଟା ଅଜା େପନସନ ର ଅଧା l ଜମା ରିହଜାର ସାତସହ ଟ ା l ଘର ର ମାଟି କା େଶାଇପଡ଼ି ଣି l ଳ ଛପର କରିବାକୁ ବି ଟ ା େଯାଗାଡ଼ େହାଇପାରୁ ତା ର l ତଥାପି ଲତା ଆଈ ସ ୂଣ

    ି ପଡି ପରି ଗୁନ େଲ l େସ ତା ତିଦି ଆଁ କାମ କୁ ଖୁବ ସୁ ରୁ ରୂେପ ତୁ ଉ େଲ l

    ମାନ ଅଜା ଯିବା ମାେସ ଭିତେର ମଁ ୁ କଟକ ଲିଆସିଲି l େଯେବ ବି େମା ନଜର େକାଉ ମିଠା ଆ ର ଡବା ଉପେର ପେଡ େମାର ଅଜା କଥା ଖୁବ ମେନ ପେଡ l ଜକୁ ାର କେର ମ ଁ ୁ l ଘରକୁ େଯେବ ଯାଏ ମାନଅଜା ବିଧବା ୀ ଟି କୁ େଦ େଲ େମା ଛାତି ଭିତେର ଭୀଷଣ ଯ ଣା ହୁଏ l େମାର େସହି ଦୃଶ ଟି ମେନ ପଡ଼ିଯାଏ l େସ ହାତେର ଗିନା ଧରି ନଇଁ ନଇଁ ଆସି ଆ ର ମାଗୁ ବାର ଦୃଶ l ମଁ ୁ ଜକୁ ଅସହାୟ ମେନକେର l କଣ କେଲ ଜକୁ େଦାଷମୁ କରିପାରିବି ବିହୁଏ l

    ଲତା ଆଈ ପୂବ ପରି ହସି ହସି କଥା ହୁଅ ି l ଘର ଆଗେର ବଡି ଆଉ ପା ଡ ଶୁେଖଇ ଜଗିବସିଥା ି l ମଁୁ ଯାଇ ଜୁହାର ଟିଏ େହେଲ କୁେ ଇ ପେକଇ େଗଲା କର ି l ଫାଟି ଆଁ କରି ବା ତ ା ମାଟି ପି ା େର ଚେଟଇ ପାରିେଦଇ ବସିବାକୁ କୁହ ି l ଭଲ ମ ପ ରି ବୁଝ ି l ମଁ ୁ ଛି ସାହାଯ କରିବାକୁ ହେଲ ହଣ କର ି l ଅପମାନ

  • www.vedantimagazine.com

    ଅେ ଲ – ୨୦୧୯

    27 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    େବାଧ କ ପରି ବଡ ବଡ ଆ େର ଅେନଇ କା କା େହାଇଯା ି l ଚ ାଭିମାନୀ ଏମାେନ ! !

    ଗତବଷ ରଜ େର ଗଁା କୁ ଯାଇ ଲି l େଚନ୍ ର େଗାେଟ ଥାକ େର ମିଠା ଆ ର ଡବା େଟ ଥୁଆ େହଇ ବା େଦ ଲି l ଭଲ େଦ ଲି ଡବା ଟା ମଁ ୁ ଫି ି େଦଇ ବା େସହି ଆ ର ଡବା ଟି ପରି ଅବିକଳ ଦିଶୁଛି l େଲଖା ଯାଇଛି 'kissan mix ed fruits sweet p ickle' l ହଁ ଆଉ ଏ ଆଣି ବ l କାହ େକଜାଣି ଗି ଏଇଟା ସହ େସହି ପୁରୁଣା ଡବା ଟାର

    ଛି ସାମ ସ ଅଛି l ଡବା ଟା ଧରି ଏପଟ େସପଟ କରୁଛି ମାଆ ଆସି କହି , "ତୁ ଆସିବୁ ଶୁଣି ଲତା ମାଇଁ ଆ ର ତିଆରି କରି େଦଇ ଯାଇଛ ି l କହୁ େଲ, ' ାଇଁବାବୁ

    ୁ ମିଠା ଆ ର ରି ପସ ଲିସା ମେତ କହିଛି ' l ତୁ ତା ୁ କହି ଲୁ ାଇଁ ମିଠା ଆ ର ଭଲପାଆ ି ? "

    ମଁ ୁ ଷାଶୂନ l ଡବା େଖାଲିେଦ ରୁ ସିଆସି ଖଜୁରୀ, ଆ , ବରେକା ମିଶା ମିଠା ଆ ର ର ାଦି ମହ ମହ ବା ା l େସହି ଆ ର େର ମିଶି ଲତା ଆଈ ମଳ ମମତା ଓ ତା ହୃଦୟ ର ମହନୀୟତା l ସତେର େକେତ ବି ଟ ଓ ମହାନ େସହି ନାରୀ ! େସ େକେବ ଛି େନଇଯାଣି ି ଖାଲି େଦଇଯାଣିଛ ି l

    ନ ିପୁର, ଦଶରଥ ପୁର, ଯାଜପୁର

  • www.vedantimagazine.com

    ଅେ ଲ – ୨୦୧୯

    28 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଫଗୁଣର ଆଗମେନ

    ଜଲ ୀ ସାହୁ

    ଫଗୁଣର ଆଗମେନ

    େକାଇଲିର କୁହୁତାେନ

    ବସ ଟା ଆସିଛି ।

    ନାନାଜାତି ଫୁଲ ଫୁଟି

    ବାସ ତା ଯାଏ ଛୁଟି

    ଧରଣୀମା ତାକୁ େଦ

    ରି ରି ହସୁଛି ।

    ଆ ବଉଳର ବା ା

    ପବନେର ବାସୁଛି

    ଆ ଡାେଳ କାଉ ବସି

    ଥ ତାର ଘସୁଛି ।

    ବଷା ନାହ ୀଷ ନାହ

    ଶୀତଟାବି ଯାଇଛି

    ହଳଦୀବସ ପ ୀ

    ଛୁଆକୁ ତା କହୁଛି ।

    ନାଲିେନ ଜାପତି

    କୁ କୁ େଡଣାଝାଡି

    ଏ ଫୁଲରୁ େସ ଫୁଲକୁ ଉଡୁଛି

    ର ର ପସ େନଇ

    େହାଲି ପୁଣି ଆସିଛି

    କୁ ଝିଅ ପିଚକାରୀ

    ହାେତଧରି ବସିଛି ।

    ଅ ାପିକା, କୃ ଚ ପିପିଲି ମହାବିଦ ାଳୟ

    ଜଗାଇ, ବାେଲଶର

  • www.vedantimagazine.com

    ଅେ ଲ – ୨୦୧୯

    29 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମନ ତୁ କାହ ବୁଝୁ

    ଶା ିଲତା ମି ଭବିତବ ସିନା ଜଣାନାହ ତେତ , େହେଲ ଅତୀତ ତ ଅଛି ଜଣା । ବିଗତ ଭୁଲ୍ କୁ ପୁଣି େଦାହ ଇ, କାହ େହଉ ବାଟବଣା ୧ ପୁଣି େସଇ େଦାଷ ତୃଟି କବଳରୁ , ମୁ ି କାହ ପାଇ ପାରୁ ନାହଁ ୁ । ପୁନଃ ପୁନଃ ପୁନ ବୃ ି କରି, େଗ େଦାଷ ଲଦି େଦଉ ଥାଉ ୨ ବୁଝିବାର ଶ ି ଅଛି େବାଲ, ଏଇ ମଣିଷ ଜନ, ସଦା କାେଳ ତ ମହାନ । େସଇ ମହନୀୟତା କାହ ଭୂଲୁ ିତ, କାହ ବୁ ତାକୁ ଏେତ ନଗନ ୩ େଯେତଦୂର ଆ ଯାଇପାେର, େଦେଖ ଏ ବି ତ ଧ ବିଶାଳ ସବୁ େର ଗୁଣ ଖୁଣ ମିଶା େଯେତଥାଉ, ତଥାପି ଦିେଶ ସୁ ର ୪ ଯାହା ଅନୁକଂପା ବେଳ, ଆସିଛୁ ସଂସାେର, କର ତା ଯଶଗାନ । ଭଲ ପାଇ ଲ ଦୟା ପରବେଶ, ତା ସଂସାରକୁ, ଘୃଣା କରି ବିସଜନ ୫

    ଣିକ ଅତି ସଂସାର ଭବେନ, ଯିବୁ ଣିେକ େ ଉ ଇ । େଦଖୁ େଦଖୁ ମିଳାଇବୁ ପାଣି ସାେଥ, ଯାଏ ଲୁଣ େଯପରି ମିଳାଇ ।୬ ଅ ି ନରହିବ, ବିବା ପୂବରୁ, ମିଶିଯିବୁ ବି ଟ ଏ ଅ ରୀେ । େସଇ ବି ଟ ର ବିରୁ ା ଚରଣ କରିବା, ସହଜ େହବ େତା ପେ ୭ କାହ କ େଗାଳ କାହ କ ଳ, ଦୁଇ ଦି ମିଛ ଏଇ େଖଳ ଘେର । ତୁ େଯମିତି ଏକା ମଁ ୁ େସମିତି ଏକା ତ ଆସିେଛ, ବା ଅଛି ବୁଝିବାେର ୮ ହାତ ସାେଥ ହାତ ମିଶାଇ ବ ୁ , ପାଦ ପାଦ େହାଇ ଲୁ େଲ । ତୁେମ ଖୁସି ଆଉ ମଁ ୁ ଖୁସ, େକେତ ଭଲ ଗ ା, ବତ ଟି ଏ ଥେର ୯

    ରେଚ ର, ମିେନେସାଟା, ଯୁ ଆେମରିକା

  • www.vedantimagazine.com

    ଅେ ଲ – ୨୦୧୯

    30 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ବାଚନ

    ଗୁରୁକଲ ାଣ ମହାପା

    େଦଖ! ଆସିଯାଉଛି ବାଚନ କଇତବ କଥାେର ମାତି େଥାେକ େମାହିେନେବ ଆମ ମନ, ଆଉ େକେତକ କପାେଲ ତ ବ ା ଯାହା େପାତା ଧନ ।

    ଉପେର ଅଛ ି ବା ଏ, ତେଳ ରହିଛ ି ନ ବା ଏ , େସମାେନ ସମେ ଉପେ ଗ କରିେବ ୟ ଏ ବାଚନକୁ ମନ ମୁତାବକ। ଆମର ଯାଏ ଆେସ ! େନୖତିକତା ଦୃ ିରୁ େକବଳ େ ଟ େଦଇେଦବୁ ସିନା ନୀତିହୀନ େ େକ ବି ତ େ ଟ େଦେବ ବେର େନାଟା ରହିଯିବ ଂତୁ ଅଦରକାରୀ େନାଟପରି ଆମ ପଛପେଟ।

    େଗା େ କ ୁ ତଡି ଆପଣାକୁ ଆେପ ଶାସନ କରିବାର ଏ ଭୟ ର ପରିଣତି ସତ !

  • www.vedantimagazine.com

    ଅେ ଲ – ୨୦୧୯

    31 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ସାତେକାଶିଆ ଗ ର କାହାଣୀ

    ( ିତୀୟ ଗ)

    ଅେଶାକ ବିଶାଳ ମହାନଦୀ

    ସାପମାନ ର କାହାଣୀ

    ସଂ ା େହାଇଆସୁ , ସାତେକାଶିଆ ଗ େର େର ଆମ ଆ ରୁ ଲୁ ଯାଉ ,

    େବାହି ଆସୁ ଗ ରୁ ଥ ା ପବନ । ଆଉ ଏପେଟ ଆମ ଭିତେର ଉେ ଜନା ବୃ ି ପାଉ । ଆ ଆଗେର ବା ଦୂରର ମଣିଭ ା ପାହାଡ଼ େର େର କଳା ପରଦା ତେଳ ଲୁ ଯାଉ । ତା ମାେନ ଆ ମିଟକା ମାରୁ େଲ, ଗୁ େଯମିତି ମହାସପର ମୁ େର ଥବା ମଣି, େ କ ର ବି ାସ ଯଦି ସାପ ବହୁତ ଦିନ ବେ ତାହାେହେଲ ମୁ ଉପେର ଏକ ଳ ମଣି େଦଖାଯାଏ ।

    ପାଖେର ବା ପାହାଡେର ଅ ାର ବଢିଗ ଣି । ଗଁାର ା, ଏଠାର ସବୁ େଛାଟ େଛାଟ କୁଡିଆମାନ ଅ ାରର ତେଳ ଢା ି ଗ ଣି । ସମେ ଏକ ଭୟେର ଦର େଘାଡାଇ େହାଇଛ ି । ମଁୁ େସଦିନ ଛି େ କ ସହିତ ବସି ଲି । େସମାନ ଠୁ ଶୁଣୁ ଲି ଭୟ ର ସାପମାନ ର କାହାଣୀ । ଆଉ େକଉଟମାନ ର ଜୀବନର କଥା । ଦୁଆର ଟି ଏ ବାର ା ଆଡକୁ େଖାଲିଯାଇ । େକାଠରୀେର ଝାଳର ଗ , ମାଛର ଗ ମିଶି ରହି । ମଁ ୁ େଯ େକଉଟମାନ ମଝିେର ବସି ଲି, ମ ଆଉ ମାଛ େକଉଟମାନ ଜୀବନର ଅ େଯ ।

    ସାତେକାଶିଆ େହଉଛି ସାପର ଜ । ମଁ ୁ କହିବାକୁ ଆର କରିବାକୁ ଯାଉ ଲି, ଟି ଏ ରହିଗଲି ଆଉ େମା ଆଗେର ବା େ କମାନ ୁ ହଲି । ଆେମ ୮ ଜଣ େ କ ଲୁ

  • www.vedantimagazine.com

    ଅେ ଲ – ୨୦୧୯

    32 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଭିତେର । େକେତ ଜଣ ବାର ାେର େଲ । ଅନ ମାେନ ଭିତେର ତେଳ ବସି େଲ। ଜ ଲର କଳା ଅ ାର େଯମିତି ଆମକୁ େଘାଡାଇ ଧରି । ଥ ା ପବନ କାଠର ଫା େଦଇ ଭିତରକୁ େବାହି ଆସୁ , ଆମକୁ େସଦିନ ଥ ା କରିନ । ଆମର କଥାେର ଉ ତା । େସମାେନ େସମାନ ର ମୁ ଅ ଟିେକ ହ ଇେଲ । ସମ ର ଆ ଅ ାର ଆଡକୁ ଲିଗ । ପାହାଡ , ଜ ଲ ସବୁ କଳା ଚଦର ତେଳ ଲୁ ଯାଇ , କଳାର ଗଭୀରତା ବଢାଉ , ଆେମ ମହାସପମାନ ର ସା ାଜ େର ଅଛୁ । େସଦିନ ସାଧାରଣ େ କ ର ରୁମ ଟା ୁ ଡି ଉଠୁ ସାପମାନ ର କାହାଣୀ ଶୁଣି ।

    ଥେର ଫେର ର ଧେମ ର ନାୟକ ଗ ଁାରୁ କୁ ୀର ରିସ େସ ର ଆଡକୁ ଲି ଲି ଯାଉଥେ । େସ ର ଜାଗାଟି ଫେର େଗ ହାଉସକୁ ଗି କରି ରହିଛି । ଆଗେର

    ଏକ ସାମାନ େଖା ାନ , େ କମାେନ େସଠାେର ବଣେ ଜି କର ି। ଏହା ନଈର ବାମ ପେଟ ଅଛି , ାନଟି ଗଁା ଠାରୁ ାୟ ଅଧ .ମି. ଦୂର । ସମୟ େହଉଛି ସଂ ା, ଜଲଦି ପୂ ଚ ମଝି ଆକାଶକୁ ଆସିଯାଇ । ଗରମର ମାସ । ବାହାେର ବଳ ଗରମ, େଦହରୁ ଝାଳ େବାହି ଯାଉ । ଏକୁଟିଆ େସ େର େର ଲୁ େଲ । ଅନ େ କମାେନ ସୁବଦିନ ଭ ଖୁବ ଜଲଦି େଶାଇବାକୁ ଲିଯାଇ େଲ । ହଠାତ୍ ଏକ ବି ସୁ. . . ସୁ. . . . ଶ ଶୁଣାଗ । େସ ସାେ ସାେ ଅଟ ଗେଲ, ରିଆଡକୁ ଅନାଇେଲ, ବଁା ପେଟ ଏକ ସିେମ ତିଆରି େହାଇ ବା ଶିବ ମ ିର , ତିେର ଚମକୁ , ଧଳା ମ ିରର କା ସବୁ ଉ ଳ େଦଖାଯାଉ । େସ କାହାକୁ େଦ ପାରେଲ । େତଣୁ େସ ଜର ଟ କୁ ଜଳାଇେଲ, ଆଲୁଅର ଏକ େ ାତ ବହିଗ ମ ିର ଆଡକୁ । େସ ଜର ଆ ବ କରିପାରୁନ େଲ, ପଲକ ପକାଇ ପାରୁନ େଲ। ଏକ ବିଶାଳ ସାପ, ଉପେର ପଡିଛି କଳା ପଟିସବୁ , ସାମାନ ହଳଦିଆ ଶରୀର, ତାପେର କଳା ପଟି , ଶରୀରଟା ାୟ କଳା େଦଖାଯାଉ । ସାପଟି ଆଗେର ଲିଯାଉ , େଦହର କାତି ତା’ର କ୍ କ୍ କରୁ । ତା ର େଗାଡଟି େଯମିତି ାଣୁ େହାଇଯାଇ । ହାତଟି ମ ାଣୁ େହାଇଯାଇ । ସାପଟି େର େର ଧଳା କା ରୁ ତଳକୁ ଓ ାଉ , ଧଳା କା େର ଗୁ େଯମିତି ଏକ େମାଟା ରସି ତଳକୁ ଝୁଲି ରହିଛି । େର େର ଏହା ାକୁ ଆସି , ତା ର ଆଗରୁ ପାଖାପା ୨୦ ଫୁଟ ଦୂରେର । ସାପଟି

  • www.vedantimagazine.com

    ଅେ ଲ – ୨୦୧୯

    33 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ସବୁେବେଳ ଗଜନ କରି ଲି , ଗୁ େଯମିତି ଏକ ପାଣି କ ାଟଲିରୁ ସୁ. . . . .ସୁ .. . . . ଶ ସିଆସୁଛି । େସ ଜର ଟ କୁ ବ କରିପାରିେଲ ନାହ। େସ ଖୁବ ଡରିନ େଲ, ଜାଣି େଲ ଟି ଏ ଏପଟ େସପଟ େହେଲ ସାପ ଜାଣିପାରିବ , େତଣୁ େସ ଆଗକୁ ନଯାଇ େସଇଠି ରହିଗେଲ ।

    ସାପଟି ଆଗେର ଘୁସୁରି ଘୁସୁରି ଲିଯାଉ । ଏେବ ସାପଟି ଭଲ ବେର େଦଖାଯାଇ , ମୁ ଟି ାୟ ସମତଳ ଆକାରର, ଗୁ େଯମିତି ବିଶାଳକାୟ ଢମଣା ସାପ । ସାପର ବିଶାଳ ରୁପ ଜଣାଇ େଦଉ ଏହା ଏକ ଭି ସାପ । େଯେତେବେଳ ସାପଟି ତା ଠାରୁ ପାଖାପା ୫୦ ଫୁଟେର େସ ସାପ ଉପରକୁ ହଠାତ୍ ଏକ େଛାଟ େଛାଟ ପଥର ପକାଇ େଦେଲ, ସାପଟି ଡରି ଜଲଦି ଲିଯାଉ , ତା ର ବିଳ େହାଇଯାଉଛି । ସାପଟି ପଳାଇଯିବ କ’ ଣ ଗେର ଗଜନ କରିବାକୁ ଗି । ଫଣାକୁ ାୟ ୫ ଫୁଟ / ୬ଫୁଟ ଉ ା ଉଠାଇ େଦ । ତା ମୁହଁରୁ ସୁ . . .. .ସୁ . . . . ଗଜନ ବାହାରି ଆସୁ । େସ ଜାଣିେଲ - େସ ଏେବ ମହାଶ ିଶାଳୀ ଅହି ଜ ସାପକୁ ସାମନାେର େଦଖୁଛ ି । େସ େସଇଠୁ ଏକ ନଃ ାସେର େଦୖାଡି ପଳଇେଲ । ଗଁା ପାଖକୁ ଆସିେଲ, ସାପଟି ପିଛା କରିନ । ପରଦିନ େସ ାନକୁ େଫରିଗେଲ, ବାଲିେର ପଡି ବା ରୁ ଜାଣିେଲ ସାପଟି ମହାନଦୀ ପାର େହାଇ ଲିଯାଇଛି । େସଠି ମହାନଦୀ ୩୦୦ରୁ ୪୦୦ ମିଟର ଚଉଡା । େ ସ େଫରିଯାଇ ସାପର ଲ ା ଜାଣିବାକୁ େଚ ା କେଲ । ସାପର ସ ୂ ଶରୀରଟି ାକୁ ଅତି ମ କରି ଯାଇ ପାଖେର ବା ତାଳ ଗଛ ପଯ ଲ ିଯାଇ । େ କଟି ଦୁଇଟି ର େଲ, େଗାଟିଏ ମ ିର ଧାରେର ଅନ ଟି ତାଳ ଗଛ ପାଖେର, ଏତି େହବ ସାପର ଆନୁମା କ ଲ । ତା’ ପେର େଗାଟିଏ ଲଇ କାଟି ତାର ମାପ େନଇଗେଲ । ପେର େସ ଲଇକୁ ମାପ କରିବାକୁ ଜଣା ପଡି ସାପର ଲ ଅତିକମ୍ ୧୮ ଫୁଟ େହାଇପାେର, ଏକ ମହାବିଶାଳକାୟ ସପ ।

    “େସ ଏଠି ଅଛ ି ? ” ମଁ ୁ ପ ରିଲି େ କଟ ି ବିଷୟେର ଜାଣିବାକୁ ହଁ ୁ ଲି ।

    ଅନ ମାେନ ରିଆେଡ ଅେନଇେଲ, ାମ ାେର ଏକ ପା ଭ ଜେଣ ପତଳା ଲ ା େ କ ଆଗକୁ ଆସିେଲ । କଳା ର , ଆ େର େକମିତି ଡର, ସମେ ତା ଆଡକୁ

  • www.vedantimagazine.com

    ଅେ ଲ – ୨୦୧୯

    34 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଅନାଉ େଲ। େସ ଟିେକ ବିଚ ତ େହାଇଯାଇ େଲ, ଜାଣିନ େଲ ଏଠାର କଥାବା ା ତା ର ଅହି ଜ ସାପର ସା ାତ ସହିତ େଯାଡା େହାଇଛି । ତା ୁ ବିଷୟଟି ଜଣାଇଦିଆଗ , ଆଉ େସ ବୁଝିଗେଲ ।

    “ଆପଣ େକମିତି ଜା ଣିେଲ େସହି ସାପ ମହାନଦୀର ପାଣିକୁ ଅତି ମ କରିଛ? ” ମଁ ୁ ତା ୁ ଶ ପ ରିଲି ।

    “ମଁ ୁ ସାପର ଯିବାର ଦିଗ ଜାଣି ଲି । ପୂବ ତିେର ସାପର ଯିବା ଦିଗେର େଦ ଲି। େସହି େଦ େଦ ମଁ ୁ ଜାଣିେଦଲି େଯ େସହି ସାପଟି ପେର ନଦୀ ପାର େହାଇ ଅନ ପାହାଡକୁ ଲିଯାଇଛି” େସ ବୁଝାଉ େଲ । ମଁ ୁ ତା ୁ ପ ରିଲି ସାପମାନ ର ବ ବହାର କଥା ।

    ଆଉ େସ ବୁଝାଉ େଲ “ଅହି ଜ େହଉଛି ଏକ ମହା ସପ , ଅନ ସାପମାନ ୁ ଖାଏ, ମୁଖ ତଃ ଢ଼ାମଣା ସାପକୁ ଖାଇଥାଏ । େବେଳ େବେଳ ଅନ ସାପ ଯଥା ବିଷା ତି ସାପ ଇତ ାଦିକୁ ମ ଖାଇେଦଇଥାଏ । େସ ଅନ ସାପକୁ ମୁ ରୁ ଧରି ଏ, ତାପେର େସ ଖୁବ୍ େଜାରେର ବୁ ଏ , ଶିକାର ସାପଟି ଅହି ଜ ସାପର େଦହେର ଗୁଡାଇ େହାଇପାେର ନାହ । ଅ ସମୟେର ଶିକାର େହଉ ବା ସାପଟି ଲ ା େହାଇଯାଏ , ଅହି ଜ ସାପର ବିଷ ାଳାେର ମରିଯାଇଥାଏ । ତାପେର ଅହି ଜ ସାପ ତାକୁ େର ଗି ଦିଏ ” େସ ସାପର ବ ବହାର ବିଷୟେର କହୁ େଲ ।

    ତି େର େର ଅ କରୁ ଅ କରୁ େହାଇଯାଉ । େଘାର ଅରଣ ରୁ ପବନ ଆମ ଆମ ଆଡକୁ େବାହିଆସୁ , ଅେନକ ବି ୟକର ଶ ସୃ ି େହଉ । ଗୁ େଯମିତି ସାତେକାଶିଆର ସାପମାେନ ସୁ. .. ସୁ. .. . ଶ କରୁଛ ି । ମଁ ୁ ଜାଣି ଲି ସାତେକାଶିଆ ଗ କୁ, ଏଠି ମହାନଦୀ ଅତଳ । ଏହା େବୖା ରୁ ଆର ହୁଏ ଆଉ ଆଠଗଡ ପଯ ଲ ିଯାଇଛ ି । ଲ ା ାୟ ସାତେକାଶ, ପାଖାପା ୨୨ .ମି. ଲ ା । େଯେହତୁ ଗ ଟି ସାତେକାଶ ଲ ା , ଏହାକୁ ସାତେକାଶିଆ ଗ କୁହାଯାଏ । ଏଠି ନଦୀ େଯମିତି ପାତାଳଗାମୀ। ଅେନକ ଜାଗାେର ପାଣି ୮୦/ ୯୦ ଫୁଟ ଗହୀର , ନେହେଲ

  • www.vedantimagazine.com

    ଅେ ଲ – ୨୦୧୯

    35 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ନଦୀଟି ାୟ ୪୦ଫୁଟ ଗହୀର । େଘାର ୀଷେର ମ ଏଠି ପାଣି ପାଖାପା ୪୦ ଫୁଟ ଥାଏ । ଦୁଇ ଧାରେର ପାହାଡ ସବୁ ଲ ି ଯାଇଛି , ଆଉ େଯମିତି ଆକାଶକୁ ଛୁଇଁଯାଇଛି । ଏହି ଅଗମ ପାହାଡ ସବୁ ବିଶାଳ ଦୁ ଭ ସାପମାନ ର ବାସ ଳୀ । ସାତେକାଶିଆ ଜ ଲେର ଅେନକ କାର ସାପ ମିଳ ି । ଧଳା ବାଲିଚଡା ନଈ କୂଳେର ଠାଏ ଠାଏ ରହିଛି, େସଇଠି କୁ ୀରମାେନ ଶୀତଦିେନ ଖ ପୁଅଁ ି । ନଦୀ ଧାରେର ବା ଜ ଲେର କୁ ୀରମାେନ ଅ ା େଦଇଥା ି ।

    ଆମର କଥାବା ା ଆେଗଇ ଲି । େସଠିକାର ଜ ଲର ୀ ଜେଣ େଲ ବୟ େ କ । ଜ ଲ ବି ଗେର ଅେନକ ଦିନ ଧରି କାମ କରିଛ ି । ଜୀବଜ ବି ଗେର

    ାୟ ୨୫ ବଷ ଧରି । ପୁରୁଣା େକାଟ େର ର ବାଘମୁ ା ବିେ ତା ର ଅନୁଭୂତିକୁ କହିେଲ ।

    ଅେନକ ତଳର କଥା । େସେତେବଳକୁ େସ ଯୁବକ େଲ । ଦିେନ େସ ଫ ାେସର େର କୁ ଛି କାମ ପାଇଁ ଯାଉ େଲ । ତା କମ ଳୀରୁ େସ ଜାଗା ଅେନକ ଦୂର, ଖାଲି ପାଦେର ଯିବାକୁ ପଡିବ । େର େହଡ ାଟରେର େସ ଅପ େର ପହ ିେଲ, ସାହସ କରିପାରିେଲ ନାହ ଏେତ େଡରିେର େର େହଡ ାଟରରୁ ବାହାରିବା ପାଇଁ, ଆଉ େସଇଠାେର ବି ାମ କରିବାକୁ ିର କେଲ । ସବୁ ଜ ଲ ର ୀମାନ ର ସମାନ ଅଭ ାସ, ମଳମୂ ତ ାଗ ପାଇଁ େସମାେନ ଜ ଲକୁ ଯାଆ ି । େର ଅଫିସ ପଛପେଟ ଏକ ବାଉଁଶର ଜ ଲ , େସଠି ଅେନକ ଶାଳ ଗଛ । ଆଉ ଅତ ୀ ଲତାମାନ ର ବଣ । ଝଡ଼େର ି ବା ଅେନକ ଗଛ ଏପଟ େସପଟ ପଡି , େକେତକ ସଢି ପ ଯାଇ । ଏମିତି ଏକ ାନେର ସାପମାେନ ରହିବାକୁ ପସ କର ି । ପାଖେର େଗାଟିଏ ଝରଣା ତୀ ଗତିେର େବାହିଯାଉ ।

    େଶୖା େହବା ପାଇଁ େସ ଝରଣା ଧାରକୁ ଗେଲ । େସଠାେର େସ େଦ େଲ ଏକ ବିଶାଳ ସାପ, ଆଉ େଗାଟିଏ େଛାଟ ସାପ । ଦୁେହଁ ଗୁଡାଗୁଡି େହାଇ ରହିଛ ି । ବଡ ସାପଟି େଛାଟ ସାପଟିକୁ ଗି ବାକୁ େଚ ା କରୁଛି, େଛାଟ ସାପଟି ହାରି ନମା ଲଢ଼ାଇ କରି

    ଲିଛି । େସ ବଡସାପର ତଳ ପାଟିକୁ କାମୁଡି ଧରି , ବଡ ସାପଟି େଛାଟ ସାପର

  • www.vedantimagazine.com

    ଅେ ଲ – ୨୦୧୯

    36 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ମୁ କୁ କାମୁଡ଼ୁଥାଏ । ବଡ ସାପଟି ାୟ ୧୮ ଫୁଟରୁ ୨୦ ଫୁଟ ଲ ା । ଉପେର ଧୂସରିଆ ପଟି ସବୁ ପଡିଥାଏ, କଳାେଦହ । େଛାଟ ସାପଟି ଅ କ କଳା ଗାଢ ଖଈରିଆ,

    ାୟ ୬ ଫୁଟ ଲ ା ; େବାଧ ହୁଏ ଏକ ଢମଣା । ଢମଣାଟି ଅ ପାଣିେର ଥାଏ, େସ ଲଢ଼ାଇ କରି ଲିଥାଏ । ଅହି ଜ ସାପ ଖୁବ୍ େଚ ା କରୁଥାଏ, ବାର ାର ବାର ାର ବୁଲୁଥାଏ, ଗଡୁଥାଏ । େର େର ଢମଣା ସାପର ଶ ି କମି । ତା େଦହକୁ ବିଷ ଚରି ଯାଉ । ଜ ଲର ୀ ସାପର ଲଢ଼ାଇ େଦ ବା ପାଇଁ ଅନ ମାନ ୁ ଡା । ଅନ ମାେନ ପାଖକୁ େଦୖାଡି ଆସିେଲ ।ସମେ ିେଲ, ବଡ ସାପଟି େହଉଛି ଅହି ଜ ଆଉ ସାନ ସାପଟି େହଉଛି ଢମଣା । ଅହି ଜ େଜାରେର ସାନ ସାପକୁ ବୁ ଇ । ସାନ ସାପର ଶରୀର େର େର ଲ ା େହାଇ ଆସି । ଆଉ ତାର ମାଢି େଖାଲି ଯାଉ । ଅହି ଜ ସାପଟି ତା ’ ପେର େର େର ଢମଣାକୁ ଗି ବାକୁ ଗି । େସତେବଳକୁ ଢମଣାଟି ଅେଚତ େହାଇଯାଇ , ଆଉ େର େର ମରିଯାଉ ।

    ମଁ ୁ ସାପମାନ ର କାହାଣୀ ଶୁଣୁ ଲି ସାତେକାଶିଆର ଥ ା େକାଳେର । ଜ ଲରୁ େବାହି ଆସୁ ବା ପବନ େଯମିତି ଶୀତଳ ଆଲି ନେର େମାେତ ବା ି ର । ଡରେର େକାଠରୀ ଭିତେର ବା ଉ ତା କମ େହାଇଯାଇ । ଗୁ େଯମିତି ସାପ ଗୁଡିକ ସୁ. . . .ସୁ. . . ଶ କରୁଛ ି । ବାହାେର ଶିଆଳମାେନ ହଠାତ୍ ଡା ଲିେଲ । େସମାନ ଶ େର େର ବଢି ଲି । େସମାେନ ଆମ ଆଡକୁ ଆସୁ େଲ । ତିର େପ ଘର ଆଗେର ବା ଗଛେର ଆସି ବସି ପଡି । ମଶାମାେନ ଭଣ ଭଣ କରି ଉଡୁ େଲ। ଏଠିକାର ମଶା ମ ାେଲରିଆ େ ଗ ପାଇଁ ଖ ାତ । େସମାେନ ଗାନ କରୁ େଲ େଯମିତି। ମଁ ୁ ଡରିଯାଉ ଲି ସାତେକାଶିଆର ଏ ଭୟ ର ରୂପେର । ସାତେକାଶିଆର ମଶା ମ ିକ

    ର ପାଇଁ ଅଖ ାତ । ଏଠି ଜୀବନ େଯ ବହୁତ ସଂ ୀ , ।

    “ଅହି ଜ କାହାକୁ େକେବ କଣ େଦୖାଡାଇଛି? ” ମଁ ୁ ତା ୁ ପ ରିଲି । ଟିକରପଡାର ଭୟ େମା ରେର, େଯମିତି ଦୃଢତା ନ ।

    “ହଁ”, ଉ ର ବହୁତ େଛାଟ ।

  • www.vedantimagazine.com

    ଅେ ଲ – ୨୦୧୯

    37 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    “ସାପ େମାେତ େଗାଡାଇ ନାହ । ଏଠାକାର ଡମମାନ ୁ ଅହି ଜ େଗାଡାଇ ” ତାପେର େସ କହିବାକୁ ଆର କେଲ େସଇ େଦୖାଡାଇବାର କାହାଣୀ ।

    “ଥେର ମଁ ୁ ପ ାସର େର େର ପ ାେ ାଲିଂ କରୁଥାଏ । ଦେଳ ଡମକୁ େଦ ଲି, େସମାେନ ଖୁବ େଜାରେର େଦୖାଡି େଦୖାଡି ପାହାଡ ଉପରୁ ଆସୁଥାଆ ି େଯମିତି େସମାନ ୁ ବାଘ ଦଉଡାଉଛି , ହାତୀ ଦଉଡାଉଛି । ମଁ ୁ ବାଘର େହ ାଳ ନୀ ବା ହାତୀ େପଁକାଳୀ ନୀ ଶୁଣିନ ଲି । େସଇ କଳା କଳା େ କ ଗୁଡିକ େମା ଆଡକୁ ଖୁବ୍ େଜାରେର େଦୖାଡି ପଳାଇ ଆସୁ େଲ । େକହି ପଛକୁ ଅନାଉନ େଲ । ପଛେର ହାତୀ ବା ବାଘ ଏ େଦଖାଯାଉନ । ମ ଁ ୁ େସମାନ ଠାରୁ ାୟ ୫୦୦ ମି. ଦୂରେର ଲି । େଗମ୍ େପାଖରୀ ଆଗେର ଠିଆ େହାଇ ଲି । ରିଆେଡ ଘ ଜ ଲ । ଏଠିକାର ଡମମାନ ୁ ଜ ଲରୁ ବାଉଁଶ କାଟିବା ପାଇଁ ଅନୁମତି ମିେଳ । େସହି ବାଉଁଶେର େସମାେନ ଡା , ପାଛିଆ ଇତ ାଦି ତିଆରି କର ି । େସମାେନ େଗମ୍ େପାଖରୀ ପାଖେର ପହ ିେଲ, େସଠି ଅଟ ଗେଲ, ପଛକୁ ଅନାଇେଲ । େସମାନ ଆ େର ଭୟ ଭରି ରହି । ଛାତି ଉଠୁ ପଡୁ । ମ ଁ ୁ େସମାନ ର ଃ ାସର ଶ ମ ଶୁଣିପାରୁ ଲି । ତା ଠାରୁ ମଁୁ ଅ ଦୂରେର ଲି । େସମାେନ ଭୟେର ବରଡା ପ ଭ ଥରୁଥାଆ ି । େମାେତ େଦ େମା ଆଡକୁ େଦୖାଡି ପଳାଇ ଆସିେଲ, ପାଖେର ବା ଗଛ ତେଳ ବସିପଡିେଲ । େସମାନ ୁ ମ ଁ ୁ ଟି ଏ ପାଣି େଦଲି । ତାପେର େସମାେନ କହିେଲ େସଦିନର କଥା ।

    େସଦିନ ଡମମାେନ ବାଉଁଶ କାଟିବା ପାଇଁ ଭିତରକୁ ଯାଇଥା ି । ହଠାତ୍ େଜାରେର ଏକ ସୁ. . . ସୁ. . . . . ଶ ଶୁଣିେଲ । େଦ େଲ ଏକ ବଡ କଳାସାପ, ଫଣା ଉଠାଇଛି , ଫଣାଟି

    ାୟ ମଣିଷ ଉ ା । ତାପେର ସାପଟି ତା ୁ େଗାଡ଼ାଇ । େସମାେନ ବାଉଁଶ େଫାପାଡି େଦଇ େଦୖାଡ଼ିେଲ । ବଡ ସାପଟି େସମାନ ୁ ଖୁବ୍ େଜାରେର େଦୖାଡାଉଥାଏ । ଯାହା େହଉ ଭଗବାନ ର ଦୟା, େସମାେନ ବ ିଗେଲ । ବଡ ସାପଟି ଛି ବାଟ େଗାଡାଇବା ପ େର ରହିଗ , ତାପେର େଘାର ଜ ଲ ମ େର ଲୁ ଗ । େସମାେନ େସଦିନ ଭଗବାନ ୁ ଧନ ବାଦ େଦଇ େଲ ସାପ ମୁଖରୁ େସମାନ ୁ ର ା କରିବା ପାଇଁ, ଆଉ େସପେଟ େସମାେନ ଯିେବ । ତା ପେର ଆେମ ଆଖ ପାଖ େ କ ୁ ପ ରିଲୁ , ସମେ

  • www.vedantimagazine.com

    ଅେ ଲ – ୨୦୧୯

    38 |େବଦା ୀ - ାନକୁ ପରିମାଜତ କରୁ ବା ଏକ ସ ୂ ପାରିବାରିକ ମାସିକ ପ କିା w ww. vedantimagazine. com

    ଡରିଯାଇ େଲ । େସପେଟ ଯିବା ପାଇଁ କାହାର ସାହସ ନ । େବାଧହୁଏ ଅହି ଜ ସାପ େସଠି ଅ ା େଦଇଛି । େତଣୁ େସି ପାଇଁ ଡ଼ମମାନ ୁ େଗାଡାଇ ” ଏତି କହି ଜ ଲର ୀ ଃ ାସ େନଉ େଲ ।

    ଏହା ଏକ ବଡ ଆ ଯ ଜନକ କାହାଣୀ । େସ ବାହାେର ବା ତା ମାନ ୁ ଅନାଇେଲ । ତା ୁ ଗୁ ଆକାଶେର େଯମିତି ସାତେକାଶିଆର ସାପମାେନ ତା ୁ ଅେନଇରହିଛ ି । ତାପେର େସ ଆଉ ଏକ କାହାଣୀ କହିବାକୁ ଆର କେଲ ।

    “ଥେର ସେବ ର ମାଝୀ, ବୟସ ତା ର ୫୦ ବଷରୁ ଉ , ଟୁଲୁକା େର ର କମ ରୀ, ଜ ଲକୁ ଅନ କମ ରୀ ସହ ଯାଇ େଲ । େସଠି େସମାେନ ଏକ ବଡ କାଠ ଗଡ େଦ େଲ, କାଠ ଗଡ ଉପେର ଧଳା ଛତୁ ଫୁଟିବା ସବୁ । ଏଠି େସଠି େ ସମିତି ଅେନକ କାଠ ଗ ି ପଡିଥାଏ । େସ େଗାଟିଏ କାଠ ଗ ିଟି ଉପେର ଠିଆ େହାଇ େଲ । ହଠାତ୍ ଗ ିଟି ହଲି । େସ ତଳକୁ େଡଇଁ ପଡିେଲ । ଆଉ କାଠ ଗ ିଟି ଏକ ବିଶାଳ ଅଜଗର ସାପ । େବାଧହୁଏ ପୂ େ ଜନ ପେର ସାପଟି େସମିତି ପଡିରହି , େପଟଟା ତାର ଫୁଲି େହାଇଯାଇ । େସଠି େବାଧ ହୁଏ ଛି ଦିନ ବା ଛି ସ ାହ ପଡିରହି । ଏେତ ପୁରୁଣା ଫେର ରମାେନ ଜାଣିପାରି�